ETV Bharat / sitara

ମଧୁବାଲାଙ୍କ ରୂପରେ ନଜର ଆସିଲେ ସୋନମ - ମଧୁବାଲାଙ୍କ ରୂପରେ ନଜର

ନିକଟରେ ସୋନମ ମୋଗଲ-ଇ-ଆଜମ ଚଳଚ୍ଚିତ୍ରର ଆଇକନିକ ଗୀତ"ଜବ ପ୍ୟାର କିୟା ତୋ ଡରନା କ୍ୟା"ର ଲୁକରେ ନଜର ଆସିଛନ୍ତି । ଅଧିକ ପଢନ୍ତୁ...

sonam kapoor channels her inner madhubala in new pic
ମଧୁବାଲାଙ୍କ ରୂପରେ ନଜର ଆସିଲେ ସୋନମ
author img

By

Published : Apr 22, 2020, 1:33 AM IST

ମୁମ୍ବାଇ: କରୋନାଭାଇରସ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ପଡିଛି । ଏଭଳି ପରିସ୍ଥିତିରେ ବଲିଉଡ ସେଲିବ୍ରିଟିମାନେ ନିଜ ଘରେ ରହି ସମୟ ବିତାଉଛନ୍ତି । ବଲିଉଡ ଅଭିନେତ୍ରୀ ସୋନମ କପୁର ତାଙ୍କ ଚଳଚ୍ଚିତ୍ର ସହ ଫ୍ୟାଶନେବଲ ପାଇଁ ଜଣାଶୁଣା ।

ଏହି ସମୟରେ ସୋନମ କପୁର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଠାରେ ସୋନମ ଭେଟେରାଇନ ଅଭିନେତ୍ରୀ ମଧୁବାଲାଙ୍କ ଅଭିନୀତ ଚଳଚ୍ଚିତ୍ର 'ମୋଗଲ-ଇ-ଆଜମ'ର ଆଇକନିକ ଗୀତ "ଜବ ପ୍ୟାର କିୟା ତୋ ଡରନା କ୍ୟା"ର ଲୁକରେ ନଜର ଆସିଛନ୍ତି । ସୋନମ ଅନାରକଲି ରୂପରେ ନିଜକୁ ସଜେଇଛନ୍ତି ।

ଏହି ଫଟୋର କ୍ୟାପ୍ସନରେ ସୋନମ ଲେଖିଛନ୍ତି ଯେ, "ଜବ ପ୍ୟାର କିୟା ତୋ ଡରନା କ୍ୟା" ।

ସୋନମ ପ୍ରଥମ ଥର ପାଇଁ ଅନାରକଲି ପୋଷାକ ପିନ୍ଧି ନାହାଁନ୍ତି । ସୋନମ ହେଲିବିନ ପାଇଁ 2019 ରେ ଆଇକନିକ ଭୂମିକା ଗ୍ରହଣ କରିଥିବାବେଳେ ତାଙ୍କ ସ୍ୱାମୀ ଆନନ୍ଦ ଅହୁଜା ନିଜକୁ ସଲିମ ଭାବରେ ନିଜକୁ ପରିଚିତ କରିଥିଲେ ।

ସୋନମଙ୍କ ଏହି ଫଟୋରେ 2.70 ହଜାରରୁ ଅଧିକ ଲାଇକ ମିଳିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.