ETV Bharat / sitara

ଶାହୀନ୍‌ବାଗ ଗୁଳି ଚାଳନ ଉପରେ ପ୍ରତିକ୍ରିୟା ରଖିଲେ ସୋନମ

author img

By

Published : Feb 3, 2020, 8:52 PM IST

ସିଏଏ ବିରୋଧି ପ୍ରଦର୍ଶନ ଏଯାବତ ଦେଶରେ ଚାଲିଛି । ପ୍ରଥମେ ଜାମିଆ ଆଉ ଏବେ ଦିଲ୍ଲୀର ଶାହୀନ୍‌ବାଗରେ ଲୋକଙ୍କ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି । ଏହି ବିରୋଧ ପ୍ରଦର୍ଶନରେ ଗୁଳି ଚାଳନ କରାଯିବା ଘଟଣ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

sonam kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର ଆହୁଜା

ମୁମ୍ବାଇ: ଦିଲ୍ଲୀର ଶାହୀନ୍‌ବାଗରେ ଚାଲିଥିବା ପ୍ରଦର୍ଶନ ଥମିବାର ନାଁ ନେଉନାହିଁ । ଏହାକୁ ନେଇ ଜାମିଆରେ ଗୁଳି ଫୁଟିଥିଲା । ଏହି ଘଟଣାକୁ ନିନ୍ଦା କରୁଛନ୍ତି ଅନେକ। ସିଏଏ ଓ ଏନସିଆର ବିରୋଧରେ ଦେଢ ମାସ ଧରି ପ୍ରଦର୍ଶନକାରୀ ଦକ୍ଷିଣ-ପୂର୍ବ ଦିଲ୍ଲୀର ଶାହୀନ୍‌ବାଗରେ ଧାରଣାରେ ବସିଛନ୍ତି।

ପ୍ରଦର୍ଶନକାରୀଙ୍କ କହିବା ଅନୁଯାୟୀ ଯେ ପର୍ଯ୍ୟନ୍ତ, ସରକାର ସିଏଏ ଓ ଏନଆରସି ଶେଷ କରିବାର ନିଷ୍ପତ୍ତି ନେଇନାହାଁନ୍ତି, ସେ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ବନ୍ଦ ହେବ ନାହିଁ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ସୋନମ କପୁର ଆହୁଜା

ଏହାକୁ ଆଧାର କରି ଇତିମଧ୍ୟରେ ବି-ଟାଉନର ଡିଭା ସୋନମ କପୁର ଆହୁଜା ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି ନିଜ କ୍ରୋଧ ଜାରି କରିଛନ୍ତି। ଶାହୀନ୍‌ବାଗ ଘଟଣା ସମ୍ପୃକ୍ତ ଥିବା ଏକ ଖବରକୁ ସେୟାର କରି ସୋନମ ଲେଖିଛନ୍ତି, ‘ଏହା ଏପରି କଥା ଯାହା ସେ କେବେ ମଧ୍ୟ ଭାବିନଥିଲେ ଯେ ଏଭଳି ଭାରତରେ ହେବ । ବାଣ୍ଟୁଥିବା ଏଭଳି ଭୟାନକ ରାଜନୀତି ବନ୍ଦ ହେବା ଦରକାର । ଏହା ଘୃଣାକୁ ବଢାଇବାରେ ଲାଗିଛି । ଯଦି ଆପଣ ହିନ୍ଦୁ ଧର୍ମକୁ ମାନୁଛ ତେବେ ଏହି ଧର୍ମ କର୍ମ ଏବଂ ଧର୍ମର । ନହେଲେ ଏହି ଦୁଇଟି ଜିନିଷରୁ କିଛି ମଧ୍ୟ ନୁହେଁ ।’

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.