ETV Bharat / sitara

ରିପଡ୍ ଜିନ୍ସ ପ୍ରସଙ୍ଗ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ବଲିଉଡ ଅଭିନେତ୍ରୀଙ୍କ କଟାକ୍ଷ

ମହିଳାଙ୍କ ପୋଷାକ ଉପରେ ବୟାନ ଦେଇଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ । ଯାହାର ବିରୋଧ କରିଛନ୍ତି ବଲିଉଡ ସେଲିବ୍ରିଟି । ଅଧିକ ପଢନ୍ତୁ...

Social media furore over Tirath's 'ripped jeans' remark
ରିପଡ୍ ଜିନ୍ସ ପ୍ରସଙ୍ଗ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ବଲିଉଡ ଅଭିନେତ୍ରୀଙ୍କ କଟାକ୍ଷ
author img

By

Published : Mar 18, 2021, 10:32 PM IST

ହାଇଦ୍ରାବାଦ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ନିଜ ବୟାନକୁ ନେଇ ବିବାଦ ମଧ୍ୟକୁ ଟାଣି ହୋଇଯାଇଛନ୍ତି । ସେ ମହିଳାଙ୍କ ପୋଷାକ ରିପଡ୍ ଜିନ୍ସ ଉପରେ ବୟାନ ଦେଇ ଚର୍ଚ୍ଚାରେ । ଯାହାକୁ ନେଇ ତାଙ୍କୁ ସୋସିଆଲ ମିଡ଼ିଆରେ ଅନେକ ପ୍ରତିକ୍ରିୟା ସାମ୍ନା କରିବାକୁ ପଡୁଛି ।

କେବଳ ସାଧାରଣ ଲୋକ ନୁହଁନ୍ତି ସେଲିବ୍ରିଟିମାନେ ମଧ୍ୟ ରାୱତଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । କେହି କେହି ତାଙ୍କୁ ପୋଷାକ ଉପରେ ମନ୍ତବ୍ୟ ଦେବା ପରିବର୍ତ୍ତେ ନିଜର ମାନସିକତା ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି ।

ନିକଟରେ ଡେରାଡୁନରେ ଆୟୋଜିତ ହୋଇଥିବା ଏକ ସମାରୋହରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କହିଥିଲେ ରିପଡ୍ ଜିନ୍ସ ଆମ ସମାଜର ସଂସ୍କାର ନଷ୍ଟ କରୁଛି ।

ଏବେ କଙ୍ଗନା ତାଙ୍କ ଟ୍ବିଟରେ ନିଜର କିଛି ଫଟୋ ପୋଷ୍ଟ କରି କହିଛନ୍ତି,"ଯଦି ଆପଣ ରିପଡ ଜିନ୍ସ ପିନ୍ଧିବାକୁ ଚାହାଁନ୍ତି ତେବେ ଆପଣ ଏଭଳି କିଛି ପିନ୍ଧନ୍ତୁ ଯେପରି କି ଆପଣ କୁଲ୍ ଏବଂ ଷ୍ଟାଇଲିସ ଦେଖାଯିବେ । କିନ୍ତୁ ଏମିତି ମଧ୍ୟ କିଛି ପିନ୍ଧନ୍ତୁ ନାହିଁ, ଯାହା ପାଇଁ ଆପଣ ଭିକାରୀ ଭଳି ଦେଖାଯିବେ ଆଉ ଲୋକ ଭାବିବେ କି ଆପଣଙ୍କୁ ତୁମ ପରିବାର ପକେଟ ମର୍ନି ଦେଇ ନାହାଁନ୍ତି । ଆଉ ଆଜିକାଲି ପ୍ରାୟତଃ ୟଙ୍ଗ ଲୋକ ଏମିତି ଦେଖାଯାଇଛନ୍ତି । # ରିପଡ୍ ଜିନ୍ସ।

  • If you want to wear ripped jeans make sure coolness quotient is of this magnitude as in these pics, so that it looks like your style not your state a homeless beggar who hasn’t got allowance from parents this month, most young people look like that these days #RippedJeansTwitter pic.twitter.com/hc14cLxQDE

    — Kangana Ranaut (@KanganaTeam) March 18, 2021 " class="align-text-top noRightClick twitterSection" data=" ">

ଅଭିନେତ୍ରୀ ଗୁଲ ପନାଗ ଟ୍ବିଟରରେ ଲେଖିଛନ୍ତି, * Takes out ripped jeans.* ।

  • * Takes out ripped jeans.*

    — Gul Panag (@GulPanag) March 17, 2021 " class="align-text-top noRightClick twitterSection" data=" ">

For All Latest Updates

TAGGED:

Ripped jeans
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.