ETV Bharat / sitara

ସଲମାନଙ୍କୁ ଜନ୍ମଦିନରେ ଖାସ୍ ଉପହାର ଦେବେ ଭଉଣୀ ଅର୍ପିତା - ଅଭିନେତା ଆୟୁଷ ଶର୍ମା ସିକ୍ରେଟ ସରପ୍ରାଇଜ

ଖାନ ପରିବାର ଲାଡଲୀ ଝିଅ ଅର୍ପିତା ଶର୍ମା ଡିସେମ୍ବର 27ରେ ଭାଇଜାନ ସଲମାନ ଖାନଙ୍କୁ ଦେବାକୁ ଯାଉଛନ୍ତି ବଡ ସରପ୍ରାଇଜ । ସ୍ବାମୀ ଆୟୁଷ ଶର୍ମାଙ୍କ ସହ ମିଶି କଲେ ଏହି ପ୍ଲାନିଂ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ପିତା ଖାନ ଶର୍ମା
author img

By

Published : Nov 21, 2019, 8:52 PM IST

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ଆସନ୍ତା ମାସ 27 ତାରିଖରେ ନିଜର 54ତମ ଜନ୍ମଦିନ ପାଳନ କରିବେ । ଇତିମଧ୍ୟରେ ତାଙ୍କ ଜନ୍ମଦିନକୁ ନେଇ ସାମ୍ନାକୁ ଆସିଛି ବଡ ଖବର । ତାଙ୍କ ସାନ ଭଉଣୀ ଏବଂ ଖାନ ପରିବାର ଲାଡଲୀ ବେଟି ଅର୍ପିତା ଖାନ ନିଜ ଭାଇଜାନଙ୍କୁ ଜନ୍ମଦିନ ଅବସରରେ ଏକ ଶାନଦାର ସରପ୍ରାଇଜ ଦେବାକୁ ଯାଉଛନ୍ତି । ଏବେ ଶୁଣିବାକୁ ମିଳୁଛି ଯେ ଯଦି ସବୁ କିଠି ଠିକ୍ ରହିଲା ତେବେ ସଲମାନଙ୍କ ବର୍ଥଡେରେ ଅର୍ପିତା ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବେ । ଆଜ୍ଞା ହଁ ସେ ଭାଇ ସଲମାନଙ୍କୁ ଦ୍ବିତୀୟଥର ମାମୁଁ ହେବାର ସରପ୍ରାଇଜ ଦେବାକୁ ଯାଉଛନ୍ତି ।

ଏଯାବତ ଅର୍ପିତା ତାଙ୍କ ସ୍ବାମୀ, ଅଭିନେତା ଆୟୁଷ ଶର୍ମାଙ୍କ ତରଫରୁ ଏହାକୁ ନେଇ କୌଣସି ଅଧିକାରୀକ ଘୋଷଣା ହୋଇନାହିଁ। କିନ୍ତୁ ଦୁଇଜଣ ମିଶି ଏହି ପ୍ଲାନ କରିଛନ୍ତି ଯେ ଡିସେମ୍ବର 27ରେ ସି-ସେକ୍ସନ ଡେଲିଭରୀ କରି ସଲମାନଙ୍କୁ ସରପ୍ରାଇଜ ଦେବେ । ଏବେ ଦେଖିବା ବାକି ରହିଲା କି ଅର୍ପିତାଙ୍କ ଏହି ସରପ୍ରାଇଜ ସଲମାନଙ୍କୁ କେତେ ଖୁସି କରିପାରୁଛି ।

ପ୍ରକାଶ ଥାଉକି ଅର୍ପିତା ଓ ଆୟୁଷଙ୍କ ବିବାହକୁ 5 ବର୍ଷ ପୂରଣ ହୋଇସାରିଲେଣି । ଦୁଇଜଣ ନିଜ ଦ୍ବିତୀୟ ସନ୍ତାନକୁ ନେଇ ଖୁବ୍ ଉତ୍ସାହିତ । ଦୁଇଜଣଙ୍କ ଲାଡଲା ଆହିଲ ମଧ୍ୟ ଅଛନ୍ତି । 2016ରେ ଆହିଲ ଜନ୍ମ ହୋଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.