ETV Bharat / sitara

‘ଧୁପ୍’ ଗୀତରେ କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ସିଦ୍ଧାନ୍ତ

'ଗଲି ବୟ' ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ଇନଷ୍ଟାଗ୍ରାମରେ କରୋନାରେ ସମସ୍ତ ଫ୍ରଣ୍ଟଲାଇନ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ 'ଧୁପ'ର ଏକ ଆନିମେଟେଡ୍ ଭିଡିଓ ପୋଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

siddhant chaturvedi pays respect to frontline warriors
ଫ୍ରଣ୍ଟଲାଇନ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇଲେ ସିଦ୍ଧାନ୍ତ ଚତୁର୍ବେଦୀ
author img

By

Published : Jun 11, 2020, 4:02 PM IST

ମୁମ୍ବାଇ: ବଲିଉଡ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ନିଜ ଡେବ୍ୟୁ ଫିଲ୍ମ ‘ଗଲି ବୟ’ରେ ଛୋଟ ରୋଲରେ ଅଭିନୟ କରି ସମସ୍ତଙ୍କୁ ଆକର୍ଷିତ କରିଥିଲେ ।

ନିକଟରେ, ସିଦ୍ଧାନ୍ତ ଚତୁର୍ବେଦୀ ତାଙ୍କ ଗୀତ 'ଧୁପ'ର ଏକ ନୂତନ ଆନିମେଟେଡ୍ କ୍ଲିପ୍ ମାଧ୍ୟମରେ କରୋନାଭାଇରସ ମହାମାରୀରେ କାର୍ଯ୍ୟ କରୁଥିବା ଫ୍ରଣ୍ଟଲାଇନ ଯୋଦ୍ଧାମାନଙ୍କୁ ସମ୍ମାନିତ କରିଛନ୍ତି ।

ସେ ତାଙ୍କ ସୋସିଆଲ ମିଡିଆରେ ଏକ ଆନିମେଟେଡ୍ ଭିଡିଓ ପୋଷ୍ଟ କରି ଫ୍ରଣ୍ଟଲାଇନ ଯୋଦ୍ଧାମାନଙ୍କୁ ଦର୍ଶାଇଛନ୍ତି ଯେ ସେମାନେ କିପରି ନିଜ ଜୀବନକୁ ବିପଦରେ ପକାଇ ଲୋକମାନଙ୍କୁ ସୁରକ୍ଷା ଦେଉଛନ୍ତି ।

ଏହି ପୋଷ୍ଟର କ୍ୟାପସନରେ ସିଦ୍ଧାନ୍ତ ଲେଖିଛନ୍ତି, କ୍ୟା ଖବର ବାହାର ଗର୍ମ ହେ ୟା ସର୍ଦ ହେ? ମୌସମ କଲ ଆନା, ଆଜ ଦୁନିଆ ବନ୍ଦ ହେ । #ଧୁପ ।

ସିଦ୍ଧାନ୍ତ କହିଛନ୍ତି, 'ମୋର ଲକ୍ଷ୍ୟ ଗାୟକ ହେବା ନୁହେଁ, କିନ୍ତୁ ମୁଁ ମୋର ଦର୍ଶକମାନଙ୍କୁ ଭିନ୍ନ ଭିନ୍ନ ଟେଷ୍ଟ ଦେବାକୁ ଚାହୁଁଛି ।

'ଗଲି ବୟ' ଷ୍ଟାରର ନୂଆ ଗୀତ 'ଧୁପ' ସମସ୍ତ ବଲିଉଡ ସେଲିବ୍ରିଟିମାନଙ୍କ ଦ୍ୱାରା ପ୍ରଶଂସା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.