ETV Bharat / sitara

ରିଲିଜ ହେଲା ‘ଛିଛୋରେ’ର ଫାଷ୍ଟ ଟ୍ରାକ

ସେପ୍ଟେମ୍ବର 6ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ଫିଲ୍ମ ‘ଛିଛୋରେ’ । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ଫାଷ୍ଟ ଟ୍ରାକ ସଙ୍ଗ ‘ଫିକର ନଟ’ ।

author img

By

Published : Aug 19, 2019, 7:23 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ: ଶନିବାର ରିଲିଜ ହୋଇଯାଇଛି ଶ୍ରଦ୍ଧା କପୁର ଓ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ର ଫାଷ୍ଟ ଟ୍ରାକ ‘ଫିକର ନଟ’ । 2 ମିନିଟ 33 ସେକେଣ୍ଡର ଏହି ଟ୍ରାକରେ ଯୁବପିଢିଙ୍କ ସହ ଶ୍ରଦ୍ଧା କପୁର, ସୁଶାନ୍ତ ନଜର ଆସୁଛନ୍ତି ।

  • " class="align-text-top noRightClick twitterSection" data="">

ଏହି ଫିଲ୍ମରେ ଶ୍ରଦ୍ଧା ଓ ସୁଶାନ୍ତ ଡବଲ ରୋଲରେ ନଜର ଆସିବେ । ଆଉ ଏହି ପେପେ ନମ୍ବରରେ ଯୁବପିଢିଙ୍କୁ ଜୀବନକୁ ଏନଜୟ କରିବା ପାଇଁ ପରାର୍ମଶ ଦେଉଥିବାର ଦେଖାଯାଉଛନ୍ତି ।

‘ଫିକର ନଟ’ ଗୀତକୁ ନକ୍ସା ଅଜିଜ, ଦେବ ନେଗି, ଅମିତ ମିଶ୍ରା, ଅମିତାଭ ଭଟ୍ଟାଚାର୍ଯ୍ୟ, ଶ୍ରୀରାମା ଚନ୍ଦ୍ରା ଓ ଅନ୍ତରା ମିତ୍ରା ଗାଇଥିବା ବେଳେ ଲେଖିଛନ୍ତି ଅମିତାଭ ।

‘ଛିଛୋରେ’ ଫିଲ୍ମଟି ଯୁବପିଢି କାହାଣୀକୁ ନେଇ ଆଧାରିତ । ପ୍ରଥମେ ଫିଲ୍ମଟି ଅଗଷ୍ଟ 30ରେ ରିଲିଜ କରିବାର ନିଷ୍ପତ୍ତି ନେଇଥିଲେ ମେକର୍ସ । କିନ୍ତୁ ସପୁରଷ୍ଟାର ପ୍ରଭାସ ଓ ଶ୍ରଦ୍ଧାଙ୍କ ଅଭିନୀତ ଫିଲ୍ମ ‘ସାହୋ’ର ରିଲିଜ ପାଇଁ ମେକର୍ସ ‘ଛିଛୋରେ’ର ରିଲିଜ ତାରିଖ ପରିବର୍ତ୍ତନ କରି ସେପ୍ଟେମ୍ବର 6 କରିଥିଲେ ।

Intro:Body:

dfadf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.