ETV Bharat / sitara

ଆରମ୍ଭ ହେଲା 'ରୁହଅଫଜା'ର ସୁଟିଂ

'ରୁହଅଫଜା'ରେ ଏକାଠି ନଜର ଆସିବେ ରାଜକୁମାର ଓ ଜାହ୍ନବୀ । ଆଜି ଆରମ୍ଭ ହୋଇଯାଇଛି ଫିଲ୍ମର ସୁଟିଂ । ଏହାର ସୂଚନା ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଛନ୍ତି ରାଜକୁମାର ।

author img

By

Published : Jun 14, 2019, 10:56 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରାଜକୁମାର ରାଓ

ମୁମ୍ବାଇ: ଖୁବଶୀଘ୍ର ଟ୍ୟାଲେଣ୍ଟଟେଡ ଅଭିନେତା ରାଜକୁମାର ରାଓ ଏବଂ ଜାହ୍ନବୀ କପୁର ଏକାଠି ନଜର ଆସିବେ । ଏହି ଯୋଡି ପ୍ରଥମଥର ଫିଲ୍ମ 'ରୁହଅଫଜା'ରେ କାମ କରୁଥିବାର ଦେଖାଯିବେ । ଆଜି ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି ।

twitter
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ରାଜକୁମାର ରାଓ

ଏହି ଅବସରରେ 'ସ୍ତ୍ରୀ' ଅଭିନେତା ରାଜକୁମାର ଫ୍ୟାନ୍ସଙ୍କୁ ଟ୍ବିଟରରେ ଏହାର ସୂଚନା ଦେଇଛନ୍ତି । ସୁଟିଂର କ୍ଲାପର ବୋର୍ଡର ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, "କରନେ ଆ ରହେ ହେଁ ଆପକେ ଦିଲ ପେ କବଜା, ଆଜ ସେ ସୁରୁ ହୋତି ହେ#RoohiAFza!."

ଅନ୍ୟପଟେ ଜାହ୍ନବୀ ଓ ରାଜୁମାରଙ୍କ ବ୍ୟତୀତ ଫିଲ୍ମରେ ଫୁକରେ ଅଭିନେତା ବରୁଣ ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ । ରାଜକୁମାର ଓ ବରୁଣ 2015ରେ ଆସିଥିବା ଫିଲ୍ମ 'ଡଲି କି ଡୋଲି' ଫିଲ୍ମରେ ଏକାଠି କାମ କରିଥିଲେ ।

ଏହି ଫିଲ୍ମ ସହ ରାଜକୁମାର ଓ କଙ୍ଗନା ରଣାୱତଙ୍କ ଅଭିନୀତ ଫିଲ୍ମ ମେଣ୍ଟାଲ ହେ କ୍ୟା ଖୁବ୍ଶୀଘ୍ର ରିଲିଜ ହେବାକୁ ଯାଉଛି ।

Intro:Body:

gsdddddddddddddd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.