ETV Bharat / sitara

Oscar ରେସରେ ୨ ବଲିଉଡ଼ ଫିଲ୍ମ - ଶେରନୀ

ଆସନ୍ତା ୨୦୨୨ Oscar ରେସରେ ୨ଟି ବଲିଉଡ଼ ଫିଲ୍ମ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

Oscar ଦୌଡ଼ରେ ୨ ବଲିଉଡ଼ ଫିଲ୍ମ
Oscar ଦୌଡ଼ରେ ୨ ବଲିଉଡ଼ ଫିଲ୍ମ
author img

By

Published : Oct 23, 2021, 2:24 PM IST

ମୁମ୍ବାଇ: ଓସ୍କାର ରେସରେ ସାମିଲ ହୋଇଛନ୍ତି ୨ ବଲିଉଡ଼ ଫିଲ୍ମ 'ଶେରନୀ' ଓ 'ସର୍ଦ୍ଦାର ଉଦ୍ଧମ' । ଏହି ୨ଟି ଫିଲ୍ମ ଭାରତର ୧୪ ଆଞ୍ଚଳିକ ଭାଷାରେ ନିର୍ମିତ ଫିଲ୍ମକୁ ପଛରେ ପକାଇ ଓସ୍କାର ପାଇଁ ମନୋନୀତ ହୋଇଛି । ଆସନ୍ତା ୨୦୨୨ ମାର୍ଚ୍ଚ ୨୭ ତାରିଖରେ କାଲିଫର୍ଣ୍ଣିଆର ଆଇକନିକ ଡଲ୍‌ବି ଥିଏଟରରେ ଏହାର ସ୍କ୍ରିନିଂ କରାଯିବ ।

  • " class="align-text-top noRightClick twitterSection" data="">

ଶେରନୀରେ ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲାନ ଅଭିନୟ କରିଥିବା ବେଳେ ସର୍ଦ୍ଦାର ଉଦ୍ଧମରେ ବିକି କୌଶଲ ଅଭିନୟ କରିଛନ୍ତି । ଏହି ୨ଟି ଫିଲ୍ମକୁ ବିଶ୍ବସ୍ତରରେ ଉପସ୍ଥାପନ କରିବା ପାଇଁ ଫିଲ୍ମମେକର ଶାଜି ଏନ. କରୁନ ଓ ୧୪ ଜଣ ଜଜ୍‌ ଚୟନ ହୋଇଛନ୍ତି । ଏହି ୨ଟି ଫିଲ୍ମ ଆମାଜନ ପ୍ରାଇମ ଭିଡ଼ିଓରେ ରିଲିଜ ହୋଇଛି ।

ଶେରନିର ନିର୍ଦ୍ଦେଶନା ଦେଇଛନ୍ତି ଅମିତ ମାସୁରକର । ଏଥିରେ ବିଦ୍ୟା ବାଲାନଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପସନ୍ଦ କରିଥିବା ବେଳେ ଅନ୍ୟ କଳାକାରମାନେ ପ୍ରଶଂସା କରିଛନ୍ତି । ସର୍ଦ୍ଦାର ଉଦ୍ଧମ ଏକ ଐତିହାସିକ ବାଓଗ୍ରାଫିକାଲ ଡ୍ରାମା ଫିଲ୍ମ ଉପରେ ଆଧାରିତ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ ସରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.