ETV Bharat / sitara

ଶନୟାଙ୍କ ବଲିଉଡ ଡେବ୍ୟୁକୁ ନେଇ ଏମିତି କହିଲେ ବାପା ସଞ୍ଜୟ

author img

By

Published : May 19, 2021, 5:38 PM IST

ଶନୟା ଖୁବ ଶୀଘ୍ର ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଯାହାକୁ ନେଇ ବାପା ସଞ୍ଜୟ ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ ଝିଅ ସର୍ବଦା ଜଣେ ଅଭିନେତ୍ରୀ ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କୁ ମଧ୍ୟ ତାଙ୍କ ଭୁଲରୁ ବହୁତ କିଛି ଶିଖିବା ଆବଶ୍ୟକ । ଅଧିକ ପଢନ୍ତୁ...

Shanaya should learn from her own mistakes: Sanjay Kapoor ahead of daughter's B'wood debut
ଶନୟାଙ୍କ ବଲିଉଡ ଡେବ୍ୟୁକୁ ନେଇ ଏମିତି କହିଲେ ବାପା ସଞ୍ଜୟ

ନୂଆଦିଲ୍ଲୀ: ନିକଟରେ କରନ ଜୋହର ଘୋଷଣା କରିଥିଲେ ଅଭିନେତା ସଞ୍ଜୟ କପୁରଙ୍କ ଲାଡଲୀ ଶନୟା ତାଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ । ଯାହାର ପ୍ରସ୍ତୁତିରେ ଲାଗି ପଡିଛନ୍ତି ଶାନୟା ।

ଶନୟା କରଣ ଜୋହରଙ୍କ ଚଳଚ୍ଚିତ୍ର ନିର୍ମାଣ କମ୍ପାନୀ ଧର୍ମା ପ୍ରଡକ୍ସନ୍ସ ସହିତ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଶନୟାଙ୍କ ବଲିଉଡ ଡେବ୍ୟୁକୁ ନେଇ ବାପା ସଞ୍ଜୟ ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ ଝିଅ ସର୍ବଦା ଜଣେ ଅଭିନେତ୍ରୀ ହେବାକୁ ଚାହୁଁଥିଲେ । ମୁଁ ସର୍ବଦା ଶନୟାଙ୍କ ସହ ଠିଆ ହେବି । କିନ୍ତୁ ତାଙ୍କୁ ମଧ୍ୟ ତାଙ୍କ ଭୁଲରୁ ବହୁତ କିଛି ଶିଖିବା ଆବଶ୍ୟକ । କାରଣ ଶେଷରେ ଅଭିଜ୍ଞତା କେବଳ ଉପଯୋଗୀ ସମୟରେ କାମରେ ଲାଗିଥାଏ । ସମସ୍ତଙ୍କୁ ନିଜ ନିଜ ନିଷ୍ପତ୍ତି ନେବାକୁ ପଡିବ । ବଲିଉଡର ଯାତ୍ରା ଶନୟା ସେତେବେଳେ ଉପଭୋଗ କରିପାରିବ, ଯେତେବେଳେ ସେ କେବଳ ଏକୁଟିଆ ଯାତ୍ରା କରିବାକୁ ନିଷ୍ପତ୍ତି ନେବେ । ମୁଁ ବହୁତ ଖୁସି ମୋ ଝିଅ ଧର୍ମା ପ୍ରଡକ୍ସନ୍ସ ସହିତ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ।

ପ୍ରକାଶ ଥାଉ ଯେ, ଶନୟା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ । ସେ ପ୍ରାୟତଃ ନିଜର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.