ETV Bharat / sitara

ରାକେଶ ଓମପ୍ରକାଶଙ୍କ ଆଗାମୀ ପ୍ରୋଜେକ୍ଟରେ ସାହିଦ !

author img

By

Published : Jan 17, 2021, 6:45 AM IST

ରାକେଶ ଓମପ୍ରକାଶ ମେହେରଙ୍କ ପରବର୍ତ୍ତୀ ଫିଲ୍ମରେ ଅଭିନୟ କରିବାକୁ ପ୍ରସ୍ତୁତ ଅଛନ୍ତି ସାହିଦ କପୁର । ଅଧିକ ପଢନ୍ତୁ...

Shahid Kapoor to essay Karna in Rakeysh Omprakash Mehra's Mahabharat adaption?
ରାକେଶ ଓମପ୍ରକାଶଙ୍କ ଆଗାମୀ ପ୍ରୋଜେକ୍ଟରେ ସାହିଦ !

ହାଇଦ୍ରାବାଦ: ବଲିଉଡ ଷ୍ଟାର ସାହିଦ କପୁର ରାକେଶ ଓମପ୍ରକାଶ ମେହେରଙ୍କ ପରବର୍ତ୍ତୀ ଫିଲ୍ମରେ ଅଭିନୟ କରିବାକୁ ପ୍ରସ୍ତୁତ ଅଛନ୍ତି ।

ଫିଲ୍ମ କବୀର ସିଂ ରେ ସଫଳତା ହାସଲ କରିବାପରେ ସାହିଦ ଆଗାମୀ ସମୟରେ ଫିଲ୍ମ ଜର୍ସି ରିଲିଜକୁ ଅପେକ୍ଷା କରିଛନ୍ତି ।

ଏହି ସମୟରେ ସାହିଦ ଦ ଫ୍ୟାମିଲି ମ୍ୟାନ୍ ନିର୍ଦ୍ଦେଶକ ରାଜ ଏବଂ ଡି.କେଙ୍କ ତାଙ୍କର ଓଟିଟି ଡେବ୍ୟୁ କରିବାର ଖବର ସାମ୍ମନାକୁ ଆସିଛି । ତାହା ହେଉଛି ରାକେଶ ଓମପ୍ରକାଶ ମେହେରାଙ୍କ ମହାଭାରତ ଆଡାପ୍ଟେସନ୍ ।

ଏକ ରିପୋର୍ଟ ଅନୁଯାୟୀ, ସାହିଦ କର୍ଣ୍ଣଙ୍କ ଭୂମିକାରେ ଅଭିନୟ କରିବେ । ଏହି ଚଳଚ୍ଚିତ୍ରଟି ପୌରାଣିକ କଥା ଉପରେ ଆଧାରିତ ହେବ ନା ଏହାର ଆଧୁନିକ ଆଡାପ୍ଟେସନ୍ ହେବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ପ୍ରକାଶ ଥାଉ କି, ଏହି ସମୟରେ, ସାହିଦ ଖୁବ୍ ଶୀଘ୍ର ତାଙ୍କର ଓଟିଟି ଡେବ୍ୟୁ ପାଇଁ ଶୁଟିଂ ଆରମ୍ଭ କରିବେ । ଯେଉଁଥିରେ ତାମିଲ ସୁପରଷ୍ଟାର ବିଜୟ ସେଥୁପତୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଶୋ ମୁମ୍ବାଇ ଏବଂ ଗୋଆର ବିଭିନ୍ନ ସ୍ଥାନରେ ସୁଟିଂ କରାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.