ETV Bharat / sitara

ଶାହିଦଙ୍କୁ ଜଣା ସଫଳ ବିବାହର ରହସ୍ୟ

'କବୀର ସିଂହ'ର ପ୍ରମୋଶନରେ ବ୍ୟସ୍ତ ଥିବା ଶାହିଦ ଓ କିୟାରା ଛୋଟ ପରଦାର ଲୋକପ୍ରିୟ କମେଡି ଶୋ’ ଦ କପିଲ ଶର୍ମାରେ ପହଞ୍ଚିଥିଲେ । ଶୋରେ ଶାହିଦ ନିଜ ବିବାହିତ ଜୀବନ ବିଷୟରେ କପିଲଙ୍କ ସହ ଅନେକ କଥା ସେୟାର କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଶାହିଦ କପୁର
author img

By

Published : Jun 17, 2019, 11:17 PM IST

ମୁମ୍ବାଇ: ହ୍ୟାଣ୍ଡସମ ଅଭିନେତା ଶାହିଦ କପୁର ଓ ମୀରା ରାଜାପୁତଙ୍କ ନାମ ବଲିଉଡର ସବୁଠାରୁ କ୍ୟୁଟ କପଲଙ୍କ ମଧ୍ୟରେ ଫେମସ । ଦୁଇଜଣଙ୍କ ଜବରଦସ୍ତ କେମେଷ୍ଟ୍ରିରେ ଫ୍ୟାନ୍ସ ମଧ୍ୟ ଦିୱାନା । ଇତିମଧ୍ୟରେ ଶାହିଦ ନିଜ ସକ୍ସେସଫୁଲ ମ୍ୟାରେଡ ଲାଇଫର ସିକ୍ରେଟ ଫ୍ୟାନ୍ସଙ୍କ ସହ ସେୟାର କରିଥିବାର ନଜର ଆସିଥିଲେ । ଶାହିଦଙ୍କ ଖୁଲାସାରୁ ଲାଗୁଛି ଯେ ସେ ବୁଝିସାରିଛନ୍ତି ହାପ୍ପି ମ୍ୟାରେଡ ଲାଇଫର ସିକ୍ରେଟ ପତ୍ନୀ ସବୁବେଳେ ଠିକ୍ ବୋଲି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ସୋନି ଚ୍ୟାନେଲ

ଶାହିଦ ଆଜିକାଲି ନିଜ ଅପକମିଂ ଫିଲ୍ମ 'କବୀର ସିଂହ'ରେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହି ପ୍ରମୋଶନ ପାଇଁ ସେ କମେଡିଆନ କପିଲ ଶର୍ମାଙ୍କ ପ୍ରୋଗ୍ରାମ 'ଦ କପିଲ ଶର୍ମା' ଶୋରେ ଅଭିନେତ୍ରୀ କିୟାରା ଆଡୱାନୀଙ୍କ ସହ ପହଞ୍ଚିଥିଲେ । ଏହି ଶୋରେ ସେ ଖୁବ୍ ମସ୍ତି କରିବାର ସହ ନିଜ ବ୍ୟକ୍ତିଗତ ଜୀବନର ଅନେକ ରହସ୍ୟ ଉପରୁ ପରଦା ଉଠାଇଥିଲେ ।

ସେ ଶୋରେ ବହୁତ କୁଲ ମୁଡରେ ନଜର ଆସିଥିଲେ । ଶୋ ସମୟରେ କପିଲ ଯେତେବେଳେ ତାଙ୍କୁ ପ୍ରଶ୍ନ କଲେ କି ଯଦି କୌଣସି କଥାକୁ ନେଇ ସେ ପତ୍ନୀଙ୍କ ଉପରେ ରାଗିଯାଆନ୍ତି ତେବେ ସେ କଣ କରନ୍ତି? ଶାହିଦ ଏହାର ଜବାବ ମଜାଦାର ଅନ୍ଦାଜରେ ଦେଇଥିଲେ । ସେ କହିଥିଲେ ଯେବେ ତାଙ୍କୁ ମୀରାଙ୍କ ଉପରେ ରାଗ ଆସେ ତେବେ କ୍ଷମା ମାଗନ୍ତି ଆଉ ଯେବେ ମୀରାଙ୍କୁ ତାଙ୍କ ଉପରେ ରାଗ ଆସେ ତେବେ ମଧ୍ୟ ସେ ହିଁ କ୍ଷମା ମାଗନ୍ତି ।

ଶାହିଦଙ୍କ ଜବାବ ଶୁଣି କପିଲ କହିଥିଲେ କି ଏହାହିଁ ସଫଳ ବିବାହର ରହସ୍ୟ । ଏହି ହିସାବରେ ଆପଣଙ୍କ ବିବାହିତ ଜୀବନ ସର୍ବଦା ଖୁସିମୟ ରହିବ ।

Intro:Body:

FSD

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.