ETV Bharat / sitara

ସମସ୍ୟାରେ ଶାହରୁଖଙ୍କ ପତ୍ନୀ ଗୌରୀ - କୋଲକାତାର ସେଣ୍ଟ ଜାଭିୟର୍ସ କଲେଜ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କଲା କୋଟି କୋଟି ଟଙ୍କା । ଏହି ମାମଲାରେ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ଓ ଜୁହି ଚାୱଲାଙ୍କ ପତିଙ୍କ ନାମ ସମ୍ପୃକ୍ତ ଥିବା ସନ୍ଦେହ ।

shah rukh khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Feb 4, 2020, 8:01 PM IST

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ଓ ଅଭିନେତ୍ରୀ ଜୁହି ଚାୱଲାଙ୍କ ପତି ଜୟ ମେହତା ଏବେ ସମସ୍ୟା ଘେରରେ ଫସିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କୋଲକାତାର ସେଣ୍ଟ ଜାଭିୟର୍ସ କଲେଜ, କୋଲକାତା ନାଇଟ ରାଇଡର୍ସ ସ୍ପୋର୍ଟ୍ସ(କେଆରଏସପିଏଲ) ଏବଂ ଅନ୍ୟର 70 କୋଟି ଟଙ୍କାର ସମ୍ପତ୍ତି ଜବତ କରିନେଇଛି।

ପ୍ରାୟ 17,520 କୋଟି ଟଙ୍କାର ରୋଜ ଭ୍ୟାଲି ଚିଟ ଫଣ୍ଡ ଠକେଇ ମାମଲାରେ ସମ୍ପୃକ୍ତ ଥିବା ଲୋକଙ୍କ ଯାଞ୍ଚ ଏବେ ଚାଲିଛି ।

ଇଡିର ଜଣେ ବରିଷ୍ଠ ଅଧିକାରୀ ଜଣାଇଛନ୍ତି ଯେ ବିଭିନ୍ନ କମ୍ପାନୀ ଓ ବ୍ୟକ୍ତିତ୍ବଙ୍କ ସମ୍ପତ୍ତିକୁ ଜବତ କରାଯାଇଛି । ଯାହାଙ୍କୁ ରୋଜ ଭ୍ୟାଲି ଗ୍ରୁପରୁ ଫଣ୍ଡ ମିଳିଥିଲା । ମଲ୍ଟିପଲ ରିସର୍ଟ୍ସ, ସେଣ୍ଟ ଜାଭିୟର୍ସ କଲେଜ ଓ କେଆରଏସପିଏଲକୁ 16.2 କୋଟି ଟଙ୍କାର ବ୍ୟାଙ୍କ ଖାତା ପ୍ରିଭେନଶନ ଅଫ ମନି ଲଣ୍ଡ୍ରିଂ ଆକ୍ଟ(ପିଏମଏଲଏ) ଜବତ କରାଯାଇଛି ।

ସେହିପରି କୋଲକତା ନାଇଟ ରାଇଡର୍ସର ସୋର୍ସରୁ ଖୁଲାସା ହୋଇଛି ଯେ ଏଥିରେ ଶାହରୁଖ ଓ ଗୌରୀଙ୍କ କୌଣସି ନେଣଦେଣ ନାହିଁ । ରୋଜ ଭ୍ୟାଲି ସହ ଏକ ଡିଲ ହୋଇଥିଲା । ଯାହା କେବଳ ଏକ ସ୍ପନ୍ସରଶିପ ଡିଲ ଥିଲା । ଏଥିରୁ ଅଧିକ ଆଉ କିଛି ନଥିଲା ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.