ETV Bharat / sitara

ଛୋଲୋ ଭଟୁରେକୁ ନେଇ ସାରାଙ୍କ ସାୟରୀ

author img

By

Published : Feb 10, 2020, 5:59 PM IST

ସମସ୍ତଙ୍କୁ ଏକଥା ଜଣା ଯେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଖାଇବା ଜିନିଷକୁ ନେଇ କିପରି କ୍ରେଜି। କାରଣ ସେ ଅନେକ ଥର ନିଜ ପସନ୍ଦୀୟ ଖାଇବା ଜିନିଷ ବିଷୟରେ କହିସାରିଛନ୍ତି। ଏବେ ଛୋଲେ ଭଟୁରୋରେକୁ ନେଇ ଲେଖିଛନ୍ତି ମନ କଥା ।

sara ali khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ

ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଏବେ ନିଜ ଆଗାମୀ ଫିଲ୍ମ ‘ଲଭ ଆଜକଲ’ ପ୍ରମୋଶନରେ ଖୁବ୍ ବ୍ୟସ୍ତ । ଫିଲ୍ମରେ ତାଙ୍କ ସହ ପ୍ରଥମଥର ରୋମାନ୍ସ କରୁଥିବାର ନଜର ଆସିବେ କ୍ୟୁଟ ଅଭିନେତା କାର୍ତ୍ତିକ ଆର୍ୟନ । ଫିଲ୍ମକୁ ନେଇ ଖୁବ୍ ଏକ୍ସାଇଟେଡ ଦର୍ଶକ । ଭାଲେଣ୍ଟାଇନ ଡେରେ ରିଲିଜ ହେବ ‘ଲଭ ଆଜକଲ’।

ହେଲେ ଇତିମଧ୍ୟରେ ସୋସିଆଲ ମିଡିଆରେ ସାରାଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳୁଛି । ସେ ଛୋଲେ-ଭଟୁରେ ଉପରେ ସାୟରୀ ଲେଖି ମିଠା ସହ ଫଟୋ ସେୟାର କରିଛନ୍ତି । ତାଙ୍କର ଏପରି ଅବତାର ଦେଖି ସମସ୍ତ ମଧ୍ୟ ଆଶ୍ଚର୍ଯ୍ୟ।

ସାରାଙ୍କ ଏହି ନୂଆ ଫଟୋ ପଛରେ ଅନେକ ମିଠା ରଖାଯାଇଥିବାର ନଜର ଆସୁଛି । ଫଟୋକୁ ସେୟାର କରି ସେ ଲେଖିଛନ୍ତି, ‘ଯବ ଜୋଇ ନେ ଦେଖି ମିଠାଇ, ଚାରୋଂ ଔର ଖୁସି ଛାଇ, ଦିଲ୍ଲୀ କି ଏବ ଉସେ ବହୁତ ୟାଦ ଆଇ, ଛୋଲେ ଭଠୁରେ ତୈୟାର ରଖୋ ଭାଇ।’

ଏହି ଫଟୋ ପୂର୍ବରୁ ସେ ସେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ସେ ଅନେକ ଜିନିଷ ଖାଉଥିବାର ନଜର ଆସୁଛନ୍ତି । ଆପଣଙ୍କ ମଧ୍ୟ ଦେଖନ୍ତୁ ସାରାଙ୍କ ଏହି ମସ୍ତିଭରା ଭିଡିଓ...

Intro:Body:

SDF

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.