ETV Bharat / sitara

ଦଉଡି ସାହାଯ୍ୟରେ ସାରାଙ୍କ ଯୋଗ, ଭିଡିଓ ଭାଇରାଲ - ଝୁଲୁଥିବା ଅବସ୍ଥାରେ ଯୋଗ କଲେ ସାରା

ନିକଟରେ, ସାରା ଇନଷ୍ଟାଗ୍ରାମରେ ଏକ ନୂତନ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଦଉଡି ସାହାଯ୍ୟରେ ଝୁଲୁଥିବା ଅବସ୍ଥାରେ ଯୋଗ କରୁଥିବାର ନଜର ଆସିଛନ୍ତି । ତେବେ ସାରା ଫିଟ୍ ରହିବା ପାଇଁ ଏମିତି ଯୋଗ କରିଥିବାର କୁହାଯାଉଛି । ଅଧିକ ପଢନ୍ତୁ...

sara-ali-khan-shares-her-workout-video-from-maldives-resort-gym
ଝୁଲୁଥିବା ଅବସ୍ଥାରେ ଯୋଗ କଲେ ସାରା
author img

By

Published : Jan 23, 2021, 7:33 AM IST

ନୂଆଦିଲ୍ଲୀ: ଏବେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ନିଜ ପରିବାର ସହିତ ମାଳଦ୍ବୀପରେ ଛୁଟି ଉପଭୋଗ କରୁଛନ୍ତି । ଯାହାର କିଛି ଫଟୋ ସେ ନିଜ ପ୍ରଶଂସକଙ୍କ ସହ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ନିକଟରେ ସାରା ଇନଷ୍ଟାଗ୍ରାମରେ ଏକ ନୂତନ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଦଉଡି ସାହାଯ୍ୟରେ ଝୁଲୁଥିବା ଅବସ୍ଥାରେ ଯୋଗ କରୁଥିବାର ନଜର ଆସିଛନ୍ତି । ତେବେ ସାରା ଫିଟ୍ ରହିବା ପାଇଁ ଏମିତି ଯୋଗ କରିଥିବାର କୁହାଯାଉଛି ।

ବର୍ତ୍ତମାନ ସାରାଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ସେୟାର କରି କ୍ୟାପସନରେ ସାରା ଲେଖିଛନ୍ତି, ଓ୍ବିକେଣ୍ତ ମେ ଝୁଲତେ ହୁଏ ।

1 ଘଣ୍ଟା ମଧ୍ୟରେ 6 ଲକ୍ଷରୁ ଅଧିକ ପ୍ରଶଂସକ ଏହି ଭିଡିଓକୁ ପସନ୍ଦ କରିଛନ୍ତି ।

ପ୍ରକାଶ ଥାଉ ଯେ, ନିକଟରେ, ସାରାଙ୍କୁ OTT ରେ ମୁକ୍ତିଲାଭ କରିଥିବା ଫିଲ୍ମ 'କୁଲି ନଂ-1'ରେ ବରୁଣଙ୍କ ସହିତ ଦେଖିବାକୁ ମିଳିଥିଲା ।

ଆଗାମୀ ସମୟରେ, ସାରା ଫିଲ୍ମ 'ଅତରଙ୍ଗୀ ରେ'ରେ ନଜର ଆସିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.