ନୂଆଦିଲ୍ଲୀ : କୋରୋନାର ଏହି ଘଡିସନ୍ଧି ମୁହୁର୍ତ୍ତରେ ସେଲିବ୍ରିଟି ନିଜ ନିଜ ଅନୁଯାୟୀ ଦେଶବାସୀଙ୍କ ସେବା କରୁଥିବାର ନଜର ଆସୁଛନ୍ତି । ଅନେକ ସେଲିବ୍ରିଟି ନୂଆ ନୂଆ ଅଭିଯାନ ଆରମ୍ଭ କରି ଲୋକଙ୍କୁ ସହଯୋଗର ହାତ ବଢାଉଛନ୍ତି ।
କୋରୋନାର ଦ୍ବିତୀୟ ଲହରରେ ବଲିଉଡ ଅଭିନେତା ସୋନୁ ସୁଦ ଏବଂ ତାଙ୍କ ଟିମ ହୃଦୟରୁ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାରେ ନିୟୋଜିତ ଅଛନ୍ତି ।
-
Thank you so much my dear Sara Ali Khan for your contribution to the @soodfoundation! Extremely proud of you & keep on doing the good work. You have inspired the youth of the nation to come forward and help during these difficult times. You are a hero 🤗@sara_ali_khan95
— sonu sood (@SonuSood) May 8, 2021 " class="align-text-top noRightClick twitterSection" data="
">Thank you so much my dear Sara Ali Khan for your contribution to the @soodfoundation! Extremely proud of you & keep on doing the good work. You have inspired the youth of the nation to come forward and help during these difficult times. You are a hero 🤗@sara_ali_khan95
— sonu sood (@SonuSood) May 8, 2021Thank you so much my dear Sara Ali Khan for your contribution to the @soodfoundation! Extremely proud of you & keep on doing the good work. You have inspired the youth of the nation to come forward and help during these difficult times. You are a hero 🤗@sara_ali_khan95
— sonu sood (@SonuSood) May 8, 2021
ବର୍ତ୍ତମାନ ଅଭିନେତ୍ରୀ ସାରା ଅଲି ଖାନଙ୍କ ନାଁ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି ।
ସାରା ସୋନୁଙ୍କ ଏକ ସଂସ୍ଥା ସୁଦ ଫାଉଣ୍ଡେସନକୁ ଦାନ କରିଛନ୍ତି ଏବଂ ସୋନୁ ଏଥିପାଇଁ ସାରାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ସୋନୁ ନିଜ ଟ୍ବିଟରେ ସାରାଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି, 'ଡିଅର ସାରା ଅଲି ଖାନ, ସୁଦ ଫାଉଣ୍ଡେସନକୁ ସହଯୋଗ କରିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ। ତୁମ ପାଇଁ ଗର୍ବିତ ଏବଂ ଭଲ କାମ ଜାରି ରଖ । ଆପଣ ଏଭଳି କଠିନ ସମୟରେ ସାହାଯ୍ୟ କରି ଦେଶର ଯୁବକମାନଙ୍କୁ ପ୍ରେରଣା ଦେଇଛ । ତୁମେ ପ୍ରକୃତରେ ହିରୋ ।
ପ୍ରକାଶ ଥାଉ ଯେ, ସାରା ସୋସିଆଲ ମିଡିଆ ଜରିଆରେ କୋରୋନା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କ୍ରମାଗତ ଭାବରେ ପ୍ରଶଂସକମାନଙ୍କୁ ନିବେଦନ କରୁଛନ୍ତି ।