ETV Bharat / sitara

ଭାଣିଜୀଙ୍କୁ ଡେବ୍ୟୁ କରାଇବେ ଭଂସାଲୀ

author img

By

Published : May 16, 2019, 2:13 PM IST

ସଞ୍ଜୟ ଲୀଲା ଭଂସାଲୀଙ୍କ ଭାଣିିଜୀ କରିବେ ବଲିଉଡ ଏଣ୍ଟ୍ରି । ତାଙ୍କ ସହ ଡେବ୍ୟୁ କରିବେ ଜାଭେଦ ଜାଫେରିଙ୍କ ପୁଅ ମିଜାନ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ବଲିଉଡର ପପୁଲାର ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ବହୁତ ଜଲଦି ନିଜ ଭାଣିଜୀ ଶରମିନ ସେଗଲଙ୍କୁ ବଲିଉଡରେ ଲଞ୍ଚ କରିବାକୁ ଯାଉଛନ୍ତି । ଏହାସହ ଜାଭେଦ ଜଫେରିଙ୍କ ପୁଅ ମିଜାନଙ୍କୁ ମଧ୍ୟ ବଲିଉଡ ଏଣ୍ଟ୍ରି ମିଳିବ । ଫିଲ୍ମ 'ମଲାଲ' ଜରିଆରେ ଦୁହିଁଙ୍କୁ ଲଞ୍ଚ କରିବେ ସଞ୍ଜୟ ଲୀଲା ଭଂସାଲୀ ।

taran adarsh
ଫଟୋ ସୌଜନ୍ୟ: ଏ ଏନ ଆଇ

ଏନେଇ ଟ୍ବିଟ କରିଛନ୍ତି ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ । ତେବେ ଫିଲ୍ମର ଟ୍ରେଲର ମେ 18ରେ ରିଲିଜ ହେବ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ମଙ୍ଗେଶ ହଦୱାଲେ ଓ ପ୍ରଯୋଜନା ଦେଉଛନ୍ତି ସଞ୍ଜୟ ଲୀଲା ଭଂସାଲି, ଭୂଷଣ କୁମାର, ମହାବୀର ଜୈନ ଓ କ୍ରିଷ୍ଣା କୁମାର ।

ତେବେ ଫିଲ୍ମରେ ଆଉ କେଉଁ ମାନେ ଅଛନ୍ତି ଏନେଇ କୌଣସି ଖୁଲାସା କରାଯାଇନାହିଁ ।

Intro:Body:

FGH

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.