ETV Bharat / sitara

ଶନାୟାଙ୍କ ତ୍ରିକୋଣୀୟ ଲଭ ଷ୍ଟୋରୀରେ !

author img

By

Published : Mar 24, 2021, 1:02 PM IST

ସୋମବାର କରନଙ୍କ ବଡ ଘୋଷଣା । ନିଜର ଅପକମିଂ ଫିଲ୍ମରେ ଶନାୟାଙ୍କୁ କରିବେ ଲଞ୍ଚ । ଜାହ୍ନବୀଙ୍କ ଭଉଣୀ ହେବେ ଶନାୟା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ହାଇଦ୍ରାବାଦ: ନିକଟରେ କରନ ଜୋହର ଘୋଷଣା କରିଥିଲେ ଅଭିନେତା ସଞ୍ଜୟ କପୁରଙ୍କ ଲାଡଲୀ ଶନାୟାଙ୍କୁ ତାଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ । ଜୁଲାଇରେ ଘୋଷଣା ହେବାକୁ ଥିବା ଏହି ଫିଲ୍ମ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଶନାୟା । ଯାହାର ପ୍ରଯୋଜନା ଧର୍ମା ପ୍ରଡକ୍ସନରେ କରାଯିବ ।

  • " class="align-text-top noRightClick twitterSection" data="">

ସେହିପରି ପୂର୍ବରୁ ଘୋଷଣା ହୋଇଥିଲା ଯେ ଏହି ଫିଲ୍ମରେ ତ୍ରୀପ୍ତି ଡିମରି, ଗୁରୁଫତେହ ପିରଜଡା, ଧୈର୍ଯ୍ୟ କରୱା ଏବଂ ଲକ୍ଷ ଲାଲୱାନୀଙ୍କ ସହ ଶନାୟା ଯୋଗ ଦେବେ । ନୂଆ ପ୍ରତିଭା ରୂପେ କରନଙ୍କ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି ଧର୍ମାରେ ନିଜ ଭାଗ୍ୟ ପରୀକ୍ଷା କରିବେ ଶନାୟା ।

ଶୁଣିବାକୁ ମିଳୁଛି ଯେ ଶନାୟାଙ୍କ ଡେବ୍ୟୁ ଫିଲ୍ମ ଟ୍ରାଙ୍ଗଲ ଲଭ ଷ୍ଟୋରି କାହାଣୀକୁ ନେଇ ଆଧାରିତ ହେବ । ଆଉ ତାଙ୍କ ସହ ରୋମାନ୍ସ କରିବେ ଗୁରୁଫତେହ ଏବଂ ଲକ୍ଷ ।

ପ୍ରକାଶ ଥାଉକି ଶନାୟା ଡେବ୍ୟୁ କରିବା ପୂର୍ବରୁ ନିଜ କଜନ ତଥା ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଫିଲ୍ମ ‘ଗୁଞ୍ଜନ ସକ୍ସେନା’ରେ ସହ-ନିର୍ଦ୍ଦେଶିକା ରୂପେ କାମ କରିସାରିଛନ୍ତି । ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.