ETV Bharat / sitara

60 ବର୍ଷରେ ମୁନ୍ନାଭାଇ, ଜାଣନ୍ତୁ ତାଙ୍କ ଖାସ୍ ଅଭ୍ୟାସ ବିଷୟରେ...

author img

By

Published : Jul 29, 2019, 10:03 AM IST

60 ବର୍ଷରେ ମୁନ୍ନାଭାଇ, ଜାଣନ୍ତୁ ତାଙ୍କ ଖାସ୍ ଅଭ୍ୟାସ ବିଷୟରେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଜୟ ଦତ୍ତ

ମୁମ୍ବାଇ: ବି-ଟାଉନର ସଞ୍ଜୁ ବାବା, ମୁନ୍ନାଭାଇ ନାମରେ ପରିଚିତ ସଞ୍ଜୟ ଦତ୍ତ ଆଜି 60ରେ ପାଦ ଥାପିଛନ୍ତି । 29 ଜୁଲାଇ 1959ରେ ଜନ୍ମ ହୋଇଥିଲେ ସଞ୍ଜୟ । ଅଭିନେତ୍ରୀ ନର୍ଗିସ(ମା) ଓ ଅଭିନେତା ସୁନୀଲ ଦତ୍ତ(ବାପା)ଙ୍କ ଔରସରୁ ଜନ୍ମ ହୋଇଥିବା ସଞ୍ଜୟଙ୍କ ଜୀବନ ସଂଘର୍ଷଭରା ରହିବା ସହ ଜଟିଳଦାୟକ ମଧ୍ୟ ଥିଲା ।

ତେବେ ଆସନ୍ତୁ ଜନ୍ମଦିନ ଅବସରରେ ଜାଣିବା ତାଙ୍କ ବିଷୟରେ କିଛି କଥା...

photo-3
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଜୟ ଦତ୍ତ

1977ରେ ସଞ୍ଜୟ ଲରେନ୍ସ ସ୍କୁଲରେ ପାଠ ପଢି 18 ବର୍ଷ ବୟସରେ ଘରକୁ ଫେରିଥିଲେ । ମୁମ୍ବାଇର ଗୋଟିଏ କଲେଜରେ ସଞ୍ଜୁ ବାବାଙ୍କ ଆଡମିଶନ କରାଯାଇଥିଲା । କିନ୍ତୁ ସେହି ସମୟରେ ସଞ୍ଜୟ ନିଶାଗ୍ରସ୍ତରେ ବୁଡି ରହୁଥିଲେ । ନିଶାଗ୍ରସ୍ତ ଯୋଗୁ ସେ ଅନେକ ଦିନ ପର୍ଯ୍ୟନ୍ତ ନିଜକୁ ରୁମରେ ବନ୍ଦ ରଖୁଥିଲେ ।

ସଞ୍ଜୟଙ୍କ ସହ ଅନେକ ସୁପରହିଟ ଫିଲ୍ମ ଦେଇଥିବା ଫିଲ୍ମ ନିର୍ମାତା ମହେଶ ଭଟ୍ଟ ରେଡିଓ ଶୋ 'ଭଟ୍ଟ ନେଚୁରାଲୀ'ରେ ସଞ୍ଜୟଙ୍କ ବିଷୟରେ ଖୁଲାସା କହିଥିଲେ । ଆଉ କହିଥିଲେ କି ଗୋଟିଏ ସମୟ ଏମିତି ଥିଲା ଯେବେ ସଞ୍ଜୟ ସକାଳେ ଉଠିବା ମାତ୍ରେ ହେରୋଇନ ବିଷୟରେ ଭାବିବା ସହ ମଦରେ ପାଟି ଧୋଇଥିଲେ ।

photo-2
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଜୟ ଦତ୍ତ

ଏକ ସାକ୍ଷାତକାରରେ ସଞ୍ଜୟ ମଧ୍ୟ କହିଥିଲେ କି ଯେବେ ସେ ପ୍ରଥମଥର ବାଥରୁମରେ ଲୁଚି ସିଗାରେଟ ପିଇଥିଲେ ତେବେ ହଠାତ୍ ପିତା ସୁନୀଲ ଆସି ତାଙ୍କୁ ମାଡ ମଧ୍ୟ ମାରିଥିଲେ । ତାଙ୍କୁ ଡ୍ରଗ୍ସର ଏତେ ଅଭ୍ୟାସ ଲାଗିଯାଇଥିଲା ଯେ ସେ ଏକଦା ଡ୍ରଗ୍ସ ନେଇ ଶୋଇଥିଲେ ଆଉ ଦୁଇଦିନ ପରେ ଉଠିଥିଲେ ।

photo-1
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଜୟ ଦତ୍ତ

ଖାଲି ଏତିକି ନୁହେଁ ଦୁନିଆରେ ଯେତେ ମଧ୍ୟ ନିଶାଦ୍ରବ୍ୟ ଅଛି ସେ ସବୁ ନେଇସାରିଛନ୍ତି । କୁହାଯାଏ ଯେ 10 ପ୍ରତିଶତ ମଣିଷଙ୍କ ମଧ୍ୟରୁ ଜଣେ ବ୍ୟକ୍ତିକୁ କୌଣସି ନା କୌଣସି ନିଶାଦ୍ରବ୍ୟର ଅଭ୍ୟାସ ହୋଇଥାଏ । ଏହି ଅଭ୍ୟାସ ନିଶାଦ୍ରବ୍ୟ ଖାଇବା, ଜୁଆ ଖେଳିବା, ମଦ ପିଇବା କିମ୍ବା ଡ୍ରଗ୍ସ ନେବା ମଧ୍ୟ ହୋଇଥାଏ । ସେହି 10 ପ୍ରତିଶତ ମଣିଷଙ୍କ ମଧ୍ୟରେ ସେ ଏକୁଟିଆ ଥିଲେ ଯିଏ ଏହି ସବୁ ଜିନିଷର ଅଭ୍ୟାସଗ୍ରସ୍ତ ଥିଲେ । ଡ୍ରଗ୍ସ ନେବା ଗୋଟିଏ ପ୍ରକାରର ରୋଗ । ଡ୍ରଗ୍ସ ଆଡିକ୍ଟକୁ କେହି ମଧ୍ୟ ସ୍ବୀକାର କରନ୍ତି ନାହିଁ । କିନ୍ତୁ ତାଙ୍କୁ ତାଙ୍କ ପିତା ସ୍ବୀକାର କରିଥିଲେ ବୋଲି ସଞ୍ଜୟ କହିଥିଲେ ।

Intro:Body:

szgfhjhj

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.