ETV Bharat / sitara

ମାର୍ଚ୍ଚରେ ‘ଫେରାର୍‌’ ହେବେ ‘ସନ୍ଦୀପ ଅର ପିଙ୍କି’ - ସାମ୍ନାକୁ ଆସିଲା ‘ସନ୍ଦୀପ ଅର ପିଙ୍କି ଫରାର’ର ରିଲିଜ ତାରିଖ

ପରିନୀତି ଏବଂ ଅର୍ଜୁନଙ୍କ ଅଭିନୀତ 'ସନ୍ଦୀପ ଅର ପିଙ୍କି ଫରାର'ର ଦ୍ବିତୀୟ ଟ୍ରେଲର ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ର 19 ମାର୍ଚ୍ଚରେ ଥିଏଟରରେ ରିଲିଜ ହେବ । ଅଧିକ ପଢନ୍ତୁ...

Sandeep Aur Pinky Faraar trailer 2: No escape for absconding Parineeti?
ସାମ୍ନାକୁ ଆସିଲା ‘ସନ୍ଦୀପ ଅର ପିଙ୍କି ଫରାର’ର ରିଲିଜ ତାରିଖ
author img

By

Published : Mar 9, 2021, 3:58 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରା ଏବଂ ଅର୍ଜୁନ କପୁରଙ୍କ ଅଭିନୀତ ‘ସନ୍ଦୀପ ଅର ପିଙ୍କି ଫରାର’ର ପ୍ରଥମ ଟ୍ରେଲର ଏକ ବର୍ଷ ପୂର୍ବରୁ ଆସିଥିଲା ।

ଉଲ୍ଲେଖନୀୟ କଥା ହେଉଛି, ଏବେ ଫିଲ୍ମ ରିଲିଜ ପାଇଁ ପ୍ରସ୍ତୁତ ଅଛି, ତେଣୁ ନିର୍ମାତାମାନେ ଏକ ନୂଆ ଟ୍ରେଲର ରିଲିଜ କରିଛନ୍ତି ।

  • " class="align-text-top noRightClick twitterSection" data="">

ଦିବାକର ବାନାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି 2018 ରେ ରିଲିଜ ହେବାର ଥିଲା । ଏବେ ଶେଷରେ ଏହା 19 ମାର୍ଚ୍ଚ 2021 ରେ ସିନେମା ହଲରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରକାଶ ଥାଉ ଯେ, ଏହି ଚଳଚ୍ଚିତ୍ରରେ ପରିନୀତି ସନ୍ଦୀପ କୌର ଭୂମିକାରେ ଅଭିନୟ କରୁଛନ୍ତି । ଏହି ଥ୍ରୀଲର ଚଳଚ୍ଚିତ୍ରରେ ଅର୍ଜୁନ ଅଣ୍ଡରକଭର କପ ଭୂମିକାରେ ଅଭିନୟ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.