ETV Bharat / sitara

କୋର୍ଟରେ ହାଜର ହେଲେନି ସଲମାନ, ଘୁଞ୍ଚିଲା ଶୁଣାଣି ତାରିଖ - ଭାଇଜାନଙ୍କୁ ଅଡୁଆ

କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ଆଜି(ଶୁକ୍ରବାର) ଯୋଧପୁରରେ ଉପସ୍ଥିତ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା। କିନ୍ତୁ ଆସିଲେନି ସଲ୍ଲୁ ।

ବଢୁଛି ଭାଇଜାନଙ୍କ ଅଡୁଆ: କୋର୍ଟରେ ଉପସ୍ଥିତ ନହେଲେ ଖାରଜ ହେବ ଜାମିନ
author img

By

Published : Sep 27, 2019, 10:15 AM IST

Updated : Sep 27, 2019, 11:54 AM IST

ମୁମ୍ବାଇ: ଭାଇଜାନଙ୍କୁ ଆଶ୍ବସ୍ଥି । ସ୍ଥଗିତ ରହିଲା ଶୁଣାଣି । ତେବେ ଏନେଇ ସଲମାନଙ୍କୁ କୋର୍ଟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

19 ଡିସେମ୍ବରରେ ହେବ କୃଷ୍ଣସାର ମୃଗ ଶିକାର ମାମଲାର ପରବର୍ତ୍ତୀ ଶୁଣାଣି । କୋର୍ଟରେ ଉପସ୍ଥିତ ହେଲେ ନାହିଁ ସଲମାନ । ତେବେ ଆଜି(ଶୁକ୍ରବାର) କୋର୍ଟରେ ସଲମାନଙ୍କ ପକ୍ଷ ରଖିଥା'ନ୍ତେ ବରିଷ୍ଠ ଓକିଲ ମହେଶ ବୋଡା । ପୂର୍ବରୁ ଭାଇଜାନଙ୍କୁ ଆସଲରେ ବେଲ ମିଳିବା ସମୟରେ ମହେଶ ତାଙ୍କ ପକ୍ଷ ରଖିଥିଲେ ।

ଏଠାରେ ସୂଚନାଯୋଗ୍ୟ, 2018ରେ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ସିଜେଏମ କୋର୍ଟ ପକ୍ଷରୁ 5 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।

Intro:Body:

BLANK FOR LINK 

Conclusion:
Last Updated : Sep 27, 2019, 11:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.