ETV Bharat / sitara

ରିଲିଜ ହେଲା ‘ଦବଙ୍ଗ 3’ର ନୂଆ ରୋମାଣ୍ଟିକ ଟ୍ରାକ ‘ୟୁଂ କରକେ’

author img

By

Published : Nov 22, 2019, 5:42 PM IST

ଚୁଲବୁଲ ପାଣ୍ଡେଙ୍କ କଣ୍ଠରେ ରିଲିଜ ହେଲା ‘ଦବଙ୍ଗ 3’ର ତୃତୀୟ ରୋମାଣ୍ଟିକ ଟ୍ରାକ ସଙ୍ଗ ‘ୟୁଂ କରକେ’ । ପୂର୍ବରୁ ଫିଲ୍ମର ଅନେକ ଅଡି଼ଓ ଗୀତ ରିଲିଜ ହୋଇସାରିଛି । ନିକଟରେ ରିଲିଜ ହୋଇଥିଲା ‘ଦବଙ୍ଗ 3’ ଟ୍ରାକ ସଙ୍ଗ ‘ହୁଡ ହୁଡ ଦବଙ୍ଗ ଦବଙ୍ଗ’ ।

ଫଟୋ ସୌଜନ୍ୟ: ୟୁଟ୍ୟୁବ

ମୁମ୍ବାଇ: ଖ୍ରୀଷ୍ଟମାସ ଅବସରରେ ରିଲିଜ ହେବାକୁ ଯାଉଥିବା ଦବଙ୍ଗ ବୟ ସଲମାନ ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଦବଙ୍ଗ 3’କୁ ନେଇ ଏକ୍ସାଇଟେଡ ଦର୍ଶକ । ଆସନ୍ତା ମାସ 20ରେ ରିଲିଜ ହେବାକୁ ପ୍ରସ୍ତୁତ ଏହି ଫିଲ୍ମ । ଏଥର ଚୁଲବୁଲ ପାଣ୍ଡେଙ୍କ ଦମଦାର ଅନ୍ଦାଜ ଫିଲ୍ମ ଗୀତରେ ମଧ୍ୟ ଦେଖିବାକୁ ମିଳୁଛି । ମେକର୍ସ ଫିଲ୍ମ ରିଲିଜ ପୂର୍ବରୁ ଧିରେ ଧିରେ କରି ଫିଲ୍ମର ଅନେକ ଅଡ଼ିଓ ଗୀତ ରିଲିଜ କରିବାରେ ଲାଗିଥିଲେ । କିନ୍ତୁ ଏଥର ଫିଲ୍ମର ଶାନଦାର ଗୀତ ‘ୟୁଂ କରକେ’ ଭିଡିଓ ରିଲିଜ ହୋଇଯାଇଛି । ଏହି ଗୀତରେ ସଲମାନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି ସୋନାକ୍ଷୀ ସିହ୍ନା । ଗୀତଟିକୁ ସଲମାନ ନିଜ ଦମଦାର କଣ୍ଠରେ ଗାଇ ଦର୍ଶକଙ୍କ ମନ କିଣିଛନ୍ତି ।

  • " class="align-text-top noRightClick twitterSection" data="">

ଏହି ଅବସରରେ ସଲମାନ ସୋସିଆଲ ମିଡିଆରେ ଗୀତକୁ ସେୟାର କରି ଲେଖିଛନ୍ତି, ‘ୟେ କରୋ, ୱୋ କରୋ, ସବ କରୋ, ଜୋ ଚାହେ ବୋ କରୋ ଲେକିନ କରୋ ୟୁଂ କରକେ ।’ ଗୀତରେ ସଲମାନ ଓ ସୋନୀକ୍ଷୀଙ୍କ ଡାନ୍ସ ମୁଭ୍ସ ସହ ଚୁଲବୁଲ ପାଣ୍ଡେ ଓ ରଜ୍ଜୋଙ୍କ ମସ୍ତିଭରା ଅନ୍ଦାଜ ଦେଖିବାକୁ ମିଳୁଛି ।

ସଲମାନଙ୍କ ବ୍ୟତୀତ ‘ୟୁଂ କରକେ’ ଗୀତକୁ ଗାଇଛନ୍ତି ଫେମସ ଗାୟିକା ପାୟଲ ଦେବ । ଏହା ପୂର୍ବରୁ ଏହି ଗୀତର ଅଡ଼ିଓ ଜାରି ହୋଇଥିଲା । ଗୀତଟି ‘ଦବଙ୍ଗ 3’ର ତୃତୀୟ ରୋମାଣ୍ଟିକ ଟ୍ରାକ । ଏହାପୂର୍ବରୁ ‘ନୈନା ଲଡ଼େ’ ଏବଂ ‘ଦବଙ୍ଗ 3’ ଟାଇଟଲ ଟ୍ରାକ ‘ହୁଡ ହୁଡ ଦବଙ୍ଗ ଦବଙ୍ଗ’ର ଭିଡିଓ ରିଲିଜ କରାଯାଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.