ETV Bharat / sitara

ସୂର୍ଯ୍ୟାଲୋକରେ ସଲମାନଙ୍କ କଫି, ଫଟୋ ଭାଇରାଲ - ସଲମାନ ଖାନଙ୍କ ଆଗାମୀ ଫିଲ୍ମ ରାଧେ

ସୋସିଆଲ ମିଡିଆରେ ଭାଇରାଲ ହେଲା ସଲମାନ ଖାନଙ୍କ ଆଉ ଏକ ଫଟୋ । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଫ୍ୟାନ୍ସ ।

salman khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ
author img

By

Published : Feb 4, 2020, 8:10 PM IST

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ବର୍ତ୍ତମାନ ନିଜର ଏକ ନୂଆ ଫଟୋ ସୋସିଆଲ ମିଡିଆରେ ସେୟାର କରି ଚର୍ଚ୍ଚାରେ ଆସିଛନ୍ତି । ଭାଇରଲ ହେଉଥିବା ସଲମାନଙ୍କ ଏହି ଫଟୋରେ ଗୋଟିଏ ସୁନ୍ଦର କାହାଣୀ ଲୁଚି ରହିଛି । କାହାଣୀ ବହୁତ ଛୋଟ ହେଲେ ଖୁବ୍ ସୁନ୍ଦର । ସକାଳର କଫି ଧରି ସୂର୍ଯ୍ୟ ଆଲୋକରେ ବସିଥିବାର ନଜର ଆସୁଛନ୍ତି ସଲମାନ । ସଲମାନଙ୍କ ଏହି ଫଟୋ ଫ୍ୟାନ୍ସଙ୍କୁ ପ୍ରେରଣା ଯୋଗାଇଛି ।

ବର୍ତ୍ତମାନ ତାଙ୍କ ଫଟୋ ଉପରେ ଫ୍ୟାନ୍ସଙ୍କ ଅନେକ କମେଣ୍ଟ ଦେଖିବାକୁ ମିଳୁଛି । ଆପଣ ମଧ୍ୟ ଦେଖନ୍ତୁ ସଲମାନଙ୍କ ଏହି ଫଟୋ...

ପ୍ରକାଶ ଥାଉକି ଭାରତ ଫିଲ୍ମର ସଫଳତା ପରେ ଏବେ ଇଦରେ ସଲମାନ ଫ୍ୟାନ୍ସଙ୍କ ପାଇଁ ଚର୍ଚ୍ଚିତ ଫିଲ୍ମ ‘ରାଧେ’ ନେଇ ଫେରିବେ । ‘ରାଧେ’ ବ୍ୟତୀତ ସେ ନିକଟରେ 2021ର ରିଲିଜ ହେବାକୁ ଯାଉଥିବା ‘କଭି ଇଦ କଭି ଦିୱାଲୀ’ର ଘୋଷଣା କରିଥିଲେ । ଯାହାପରେ ଫ୍ୟାନ୍ସଙ୍କ ଆହୁରି ଏକ୍ସାଇଟେଡ ହୋଇଯାଇଛନ୍ତି । ସେମିତି ଦେଖିବାକୁ ଗଲେ ସଲମାନଙ୍କ ଅଭିନୀତ ଫିଲ୍ମ ଦେଖିବାକୁ ସବୁବେଳେ ବ୍ୟାକୁଳ ଥାନ୍ତି ଫ୍ୟାନ୍ସ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.