ETV Bharat / sitara

ଖୁବ୍ ଶୀଘ୍ର ଚୀନରେ ରିଲିଜ ହେବ ସୁଲତାନଙ୍କ 'ଭାରତ'

ଦେଶ ପରେ ଏବେ ବିଦେଶରେ ଦର୍ଶକ ଦେଖିବେ ସଲମାନ ଖାନଙ୍କ ଯାଦୁ । ଖୁବ୍ ଶୀଘ୍ର ଚୀନରେ ରିଲିଜ ହେବାକୁ ଯାଉଛି ସଲମାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ଭାରତ' ।

author img

By

Published : Jun 12, 2019, 2:50 AM IST

ମୁମ୍ବାଇ: ସୁପରଷ୍ଟାର ସଲମାନ ଏହି ସମୟରେ ଫିଲ୍ମ 'ଭାରତ'ର ସଫଳତାରେ ଖୁବ୍ ଖୁସି ଅଛନ୍ତି । ଇଦରେ ରିଲିଜ ହୋଇଥିବା ଏହି ଫିଲ୍ମଟି ଏଯାବତ 150 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆୟ କରି ଫିଲ୍ମଟି ହିଟ୍ ସାବ୍ୟସ୍ତ ହୋଇଛି ।

ଫିଲ୍ମର ଲଗାତାର ଆୟ ଦେଖି ସଲମାନ ବର୍ତ୍ତମାନ ଖୁବ୍ ଶୀଘ୍ର ଫିଲ୍ମଟିକୁ ଚାଇନା ସିନେ ବଜାରରେ ରିଲିଜ କରିବାକୁ ଭାବୁଛନ୍ତି । ସେ ନିଜ ଚୀନ ଫ୍ୟାନ୍ସଙ୍କୁ ଦୀର୍ଘ ସମୟ ଅପେକ୍ଷା କରାଇବାକୁ ଚାହୁଁନାହାଁନ୍ତି ।

ପ୍ରକାଶ ଥାଉକି ଚୀନରେ ସଲମାନଙ୍କ ବହୁତ ଫ୍ୟାନ୍ସ ଅଛନ୍ତି । ତାଙ୍କର ପ୍ରାୟତଃ ସବୁ ଫିଲ୍ମକୁ ସେଠାରେ ଖୁବ୍ ପସନ୍ଦ କରାଯାଇଥାଏ । ତାଙ୍କ ଫିଲ୍ମ 'ବଜରଙ୍ଗୀ ଭାଇଜାନ' ସେଠାରେ ହିଟ୍ ସାବ୍ୟସ୍ତ ହେବା ପରେ ତାଙ୍କ ଫ୍ୟାନ୍ସ ସଂଖ୍ୟା ଆକାଶ ଛୁଆଁ ହୋଇପାରିଛି । ଏମିତିରେ ସଲମାନ ଚାହୁଁଛନ୍ତି କି ଏବର୍ଷ ହିଁ ଚୀନରେ ଭାରତ ରିଲିଜ ହେଉ ବୋଲି ।

ଜଣାଇ ଦେଉଛୁ ଯେ 'ଭାରତ'ରେ ସଲମାନଙ୍କ ସହ ମୁଖ୍ୟ ଭୂମିକାରେ କ୍ୟାଟ୍ରିନା କୈଫ, ତବ୍ବୁ, ଦିଶା ପଟାନୀ, ଜ୍ୟାକି ଶ୍ରଫ ଓ ସୁନୀଲ ଗ୍ରୋଭର ନଜର ଆସିଥିଲେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ଲୋକପ୍ରିୟ ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜାଫର ।

Intro:Body:

gggggggss

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.