ମୁମ୍ବାଇ:ଡିସେମ୍ବର 27ରେ ବଲିଉଡର ସୁପରଷ୍ଟାର ସଲମାନ ଖାନ ନିଜର 55 ତମ ଜନ୍ମଦିନ ପାଳନ କରିବାକୁ ପ୍ରସ୍ତୁତ, କିନ୍ତୁ ସେଲିବ୍ରେଶନ ଆରମ୍ଭ ହୋଇସାରିଛି ।
ରିଆଲିଟି ସୋ 'ବିଗ୍ ବସ୍ 14'ର ସେଟରେ ସଲମାନ ଏହି ଜନ୍ମଦିନକୁ ସେଲିବ୍ରେଟ କରିଥିଲେ । ଏହି ସେଲିବ୍ରେଶନ ପାଇଁ ରବୀନା ଟଣ୍ଡନ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଶେହନାଜ୍ ଗିଲ୍ ଏବଂ ଧର୍ମେଶ ୟେଲାଣ୍ଡେଙ୍କ ଭଳି ତାରକାମାନେ ସୋ’ର 'ୱିକେଣ୍ଡ୍ କା ୱାର୍' ଏପିସୋଡରେ ସାମିଲ ହୋଇଥିଲେ ।
-
Aa rahe hain sitaare, karne @BeingSalmanKhan ko wish #BB14 ke stage par!@TandonRaveena @Asli_Jacqueline @ishehnaaz_gill @writerharsh @dthevirus31
— Bigg Boss (@BiggBoss) December 25, 2020 " class="align-text-top noRightClick twitterSection" data="
Dekhiye Salman ka birthday bash, Sunday 9 baje, #Colors par.
Catch it before tv on @VootSelect.#BiggBoss2020 #BiggBoss14 pic.twitter.com/qk06pTYpEO
">Aa rahe hain sitaare, karne @BeingSalmanKhan ko wish #BB14 ke stage par!@TandonRaveena @Asli_Jacqueline @ishehnaaz_gill @writerharsh @dthevirus31
— Bigg Boss (@BiggBoss) December 25, 2020
Dekhiye Salman ka birthday bash, Sunday 9 baje, #Colors par.
Catch it before tv on @VootSelect.#BiggBoss2020 #BiggBoss14 pic.twitter.com/qk06pTYpEOAa rahe hain sitaare, karne @BeingSalmanKhan ko wish #BB14 ke stage par!@TandonRaveena @Asli_Jacqueline @ishehnaaz_gill @writerharsh @dthevirus31
— Bigg Boss (@BiggBoss) December 25, 2020
Dekhiye Salman ka birthday bash, Sunday 9 baje, #Colors par.
Catch it before tv on @VootSelect.#BiggBoss2020 #BiggBoss14 pic.twitter.com/qk06pTYpEO
ଏହି ସମୟ ମଧ୍ୟରେ ସଲମାନଙ୍କ ଜନ୍ମଦିନକୁ ଅଧିକ ସ୍ପେଶାଲ କରିବା ପାଇଁ ଡ୍ୟାନ୍ସ ଠାରୁ ଆରମ୍ଭ କରି ଗେମ୍ସ ଏବଂ ପାର୍ଟି ପର୍ଯ୍ୟନ୍ତ ଅନେକ ଜିନିଷ ସାମିଲ ହେବ ।
ଧର୍ମେଶ ଏହି ଶୋ’ରେ ତାଙ୍କ ଡ୍ୟାନ୍ସ କରିବା ସହିତ ଶେହନାଜ ମଧ୍ୟ ତାଙ୍କର ଭାଇରାଲ ହେଉଥିବା ନିଜର ମିମ୍ସ ‘ତ୍ବଡା କୁତା ଟମି’ର ରିକ୍ରିଏଟ କରୁଥିବାର ମଧ୍ୟ ଦେଖିବାକୁ ମିଳିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ