ETV Bharat / sitara

ପଦ୍ମଶ୍ରୀ ଫେରାଇବେ ଛୋଟେ ନୱାବ ! - government

ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ଅଭିନେତା ସୈଫ ଅଲ୍ଲୀ ଖାନ ଏବେ ଏହି ସମ୍ମାନ ଫେରାଇବାକୁ ଚାହୁଁଛନ୍ତି । ଜାଣନ୍ତୁ କାହିଁକି...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : May 14, 2019, 11:40 PM IST

ମୁମ୍ବାଇ: ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ଚାହୁଁଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଏହାର ପ୍ରକୃତ କାରଣ ହେଉଛି ଟ୍ରୋଲର୍ସ । ସୋସିଆଲ ମିଡିଆରେ ସୈଫଙ୍କୁ ଅଧିକାଂଶ ସମୟରେ ଟ୍ରୋଲର୍ସ ଟାର୍ଗେଟ କରି ଥାଆନ୍ତି । ସୈଫଙ୍କୁ ମିଳିଥିବା ପଦ୍ମଶ୍ରୀ ସମ୍ମାନ ଠୁ ଆରମ୍ଭ କରି ରେସ୍ତୋରାଁରେ ହୋଇଥିବା ଝଗଡା ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଛୋଟେ ନବାବ ସମାଲୋଚନାର ଶିକାର ହୋଇଛନ୍ତି ।

ଏହାସହ ସୈଫ ଟଙ୍କା ଦେଇ ପଦ୍ମଶ୍ରୀ ସମ୍ମାନ କିଣିଥିବା କହିଛନ୍ତି ୟୁଜର୍ସ । ସେପଟେ ତାଙ୍କୁ ସମ୍ମାନ ମିଳିବା ସମୟରେ ସେ ପିତାଙ୍କ କଥା ମାନିବାକୁ ଗୁରୁତ୍ବ ଦେଇଥିଲେ । ଭାରତ ସରକାରଙ୍କୁ ପୁରସ୍କାର ପାଇଁ ମନା କରିବା ଉଚିତ ହେବ ନାହିଁ ବୋଲି ସେହି ସମୟରେ ତାଙ୍କ ପିତା ପରାମର୍ଶ ଦେଇଥିଲେ । ମାତ୍ର ଧୀରେଧୀରେ ସମାଲୋଚକଙ୍କ ଟିପ୍ପଣୀ ବୃଦ୍ଧି ପାଇବା ହେତୁ ସେ ଏବେ ଏହି ପୁରସ୍କାର ଫେରାଇବାକୁ ଚାହୁଁଥିବା କହିଛନ୍ତି । ଅରବାଜ ଖାନଙ୍କ ଟକ ଶୋ ପିଞ୍ଚରେ ଏହି ପ୍ରସଙ୍ଗ ଉଠାଇଛନ୍ତି ସୈଫ ।

SLUG : SURAMA PADHI 
FORMAT : 121 
REPORT : DEBASIS MOHAPATRA / BHADRAK
DATE : 25.04.2019

ANCHOR : କାଲି ଭଦ୍ରକ ଜିଲ୍ଲା ରେ ବିଜେପି କରିବ ତରକା ହାଇପ୍ରୋଫାଇଲ ପ୍ରଚାରକଙ୍କ ମାରାଥନ ପ୍ରଚାର। ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ର ବରିଷ୍ଠ ନାରୀ ନେତ୍ରୀ ସୁରମା ପାଢୀ। ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବିଜେପି ର ପ୍ରତ୍ଯେକ ବିଧାୟକ ପ୍ରାର୍ଥୀ ମାନେ ଯେଉଁ ନିର୍ବାଚନୀ ପ୍ରଚାର କରୁଛନ୍ତି, କାଲିର ହାଇପ୍ରୋଫାଇଲ ପ୍ରଚାର ପରେ ତାହା ଦ୍ଵିଗୁଣିତ ହୋଇଯିବ ବୋଲି ଆଶା ପ୍ରକାଶ କରିଛନ୍ତି ସୁରମା। ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଙ୍କ ସହ ଅନ୍ୟ ତରକା ପ୍ରଚାରକ ମାନେଙ୍କ ଦ୍ବାରା ରୋଡ ସୋ, କର୍ମୀ ସମ୍ମିଳନୀ ଏବଂ ସାଧାରଣ ସଭା ଅନୁଷ୍ଠିତ ହେବା ନେଇ ମଧ୍ୟ ଶ୍ରୀମତୀ ପାଢୀ ସୂଚନା ଦେଇଛନ୍ତି। ମୋଟାମୋଟି ବିଜେପି ର 120 ମିସନ ସହ ଭଦ୍ରକ ରେ ହେବାକୁ ଥିବା ଦଳର ଶେଷ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଏବଂ ନିର୍ବାଚନର ବିଭିନ୍ନ ଦିଗ କିପରି ରହିବ ସେ ନେଇ ଆମେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ର ବରିଷ୍ଠ ନାରୀ ନେତ୍ରୀ ସୁରମା ପାଢୀ ଙ୍କ ସହ ସିଧାସଳଖ ଆଲୋଚନା କରିଥିଲୁ। 
121_ସୁରମା ପାଢୀ 
MOJO ରେ 121 ଏବଂ ଭିଜୁଆଲ ଯାଇଛି। 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.