ETV Bharat / sitara

ଦୁଃଖ ଏବଂ ଡିପ୍ରେସନ ଭିନ୍ନ ଅଟେ: ଦୀପିକା

ଦୀପିକା ଡିପ୍ରେସନ ଏବଂ ଦୁଃଖ ଅନୁଭବ କରିବା ମଧ୍ୟରେ ପାର୍ଥକ୍ୟ ଅଛି ବୋଲି କହିଛନ୍ତି । ଅଧିକ ପଢନ୍ତୁ...

'Sadness' and 'depression' are disparate: Deepika
ଦୁଖ ଏବଂ ଉଦାସୀନତା ଭିନ୍ନ ଅଟେ : ଦୀପିକା
author img

By

Published : Jun 19, 2020, 10:15 PM IST

ମୁମ୍ବାଇ: ଶୁକ୍ରବାର ଦିନ ନିଜର ଅଭିଜ୍ଞତାରୁ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଡିପ୍ରେସନ ଏବଂ ଦୁଃଖ ଅନୁଭବ କରିବା ମଧ୍ୟରେ ପାର୍ଥକ୍ୟ ଅଛି ବୋଲି କହିଛନ୍ତି ।

ନିକଟରେ, ଛପାକ ଅଭିନେତ୍ରୀ ଟ୍ୱିଟରରେ ମାନସିକ ସ୍ବାସ୍ଥ୍ୟ ଉପରେ କହିଛନ୍ତି, ଏଥିପ୍ରତି ଗୁରୁତ୍ୱ ଦିଅ । ଖୁସିରେ ରୁହନ୍ତୁ, ଦୁଃଖ କରନ୍ତୁ ନାହିଁ, ଉଦାସୀନତା ବିଷୟରେ ଚିନ୍ତା ନକରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଦୀପିକା ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଲେଖାଥିଲା, ରିପିଟ ଆଫଟର ମି । ଉଦାସୀନତା ଦୁଃଖ ସହିତ ସମାନ ନୁହେଁ ।

ପ୍ରକାଶ ଥାଉ କି, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ଦୀପିକା ଦେଶବ୍ୟାପୀ ମାନସିକ ସ୍ୱାସ୍ଥ୍ୟ ଉପରେ ସଚେତନତା ଆରମ୍ଭ କରିବା ସହିତ ଡିଷ୍ଟିଗମାଟାଇଜେସନ୍ ଅଭିଯାନ ମଧ୍ୟ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.