ETV Bharat / sitara

ସେକ୍ରେଡ ଗେମ୍ସ-2: ସୈଫଙ୍କ ଭୂମିକାକୁ ନେଇ ବିବାଦ - ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ

ସେକ୍ରେଡ ଗେମ୍ସ-2ରେ ସୈଫ ଅଲ୍ଲୀ ଖାନଙ୍କ ଚରିତ୍ରକୁ ନେଇ ବିବାଦ । ଶିଖ୍ ଧର୍ମ ଅପମାନିତ ହୋଇଥିବା ଅଭିଯୋଗ କରିଛନ୍ତି ଅକାଳୀ ଦଳର ବିଧାୟକ ।

ଡିଜାଇନ ଫଟୋ
author img

By

Published : Aug 20, 2019, 2:31 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପପୁଲାର ୱେବ ସିରିଜ ସେକ୍ରେଡ ଗେମ୍ସ-2 ଏବେ ବିବାଦରେ । ସୈଫଙ୍କ ଚରିତ୍ରକୁ ନେଇ ବିବାଦ ଦେଖିବାକୁ ମିଳିଛ । ଏଥିରେ ସେ ଏକ ପଞ୍ଜାବୀ ଭୂମିକାରେ ନଜର ଆସିଛନ୍ତି । ତେବ ଅକାଳୀ ଦଳ ବିଧାୟକ ମଞ୍ଜିନ୍ଦର ସିଂହ ସିରିଜକୁ ନେଇ ତୀବ୍ର ଚର୍ଚ୍ଚା କରିଛନ୍ତି ।

sacred games2
ଫଟୋ ସୌଜନ୍ୟ: ଟ୍ବିଟର

ପ୍ରକାଶଥାଉକି, ସିରିଜରେ ସୈଫ ହାତରେ ପିନ୍ଧିଥିବା କଡା ବାହାର କରି ଫୋପାଡି ଦେଇଛନ୍ତି ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ବିଧାୟକ ଏହି ଦୃଶ୍ୟକୁ ସିରିଜରୁ ହଟାଇବା ପାଇଁ ଦାବି କରିଛନ୍ତି । ତାଙ୍କ ମତରେ କଡା ପିନ୍ଧିବା ଶିଖ୍ ଧାର୍ମିକ ପରମ୍ପରା ଓ ଏପରି କଡା ଫୋପାଡିବା ଧର୍ମକୁ ଅପମାନ କରୁଛି ବୋଲି କହିଛନ୍ତି ।

ଏହାସହ ଅନୁରାଗ କସ୍ୟପଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ଯଦି ଶିଖ୍ ଙ୍କ ବିଷୟରେ ଜାଣିନାହାଁନ୍ତି ତ' କିପରି ଶିଖ୍ ଚରିତ୍ରକୁ ମୁଖ୍ୟ ଭୂମିକାରେ ରଖିଛନ୍ତି । ଯଦି ଦୃଶ୍ୟକୁ ସିରିଜ ଡିଲିଟ୍ ନକରାଯାଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.