ETV Bharat / sitara

ଟ୍ୱିଟର ଆକାଉଣ୍ଟକୁ ପ୍ରାଇଭେଟ କଲେ ରିଚା

ରିଚା ଚଢା ତାଙ୍କ ଟ୍ୱିଟର ଆକାଉଣ୍ଟକୁ ପ୍ରାଇଭେଟ କରିଛନ୍ତି । ଏହା ପଛର କାରଣ ବର୍ଣ୍ଣନା କରି ରିଚା କହିଛନ୍ତି ଯେ, ସେ ମାଇଣ୍ତଲେସ ସ୍କ୍ରୋଲିଂରେ କମ୍ ସମୟ ବିତାଇବାକୁ ଚାହୁଁଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 26, 2020, 7:40 AM IST

richa chadha makes her twitter account private
ନିଜର ଟ୍ୱିଟର ଆକାଉଣ୍ଟକୁ ପ୍ରାଇଭେଟ କଲେ ରିଚା

ମୁମ୍ବାଇ:ଅଭିନେତ୍ରୀ ରିଚା ଚଢା ତାଙ୍କ ଟ୍ୱିଟର ଆକାଉଣ୍ଟର ସେଟିଂକୁ ପ୍ରାଇଭେଟ କରିଛନ୍ତି । ଏହି ନିଷ୍ପତ୍ତି ପଛରେ କାରଣ ମଧ୍ୟ ରିଚା କହିଛନ୍ତି । ସେ କହିଛନ୍ତି ଯେ, ସେ ମାଇଣ୍ତଲେସ ସ୍କ୍ରୋଲିଂରେ କମ୍ ସମୟ ବିତାଇବାକୁ ଚାହୁଁଛନ୍ତି ।

ରିଚା ଏକ ପୋଷ୍ଟ କରି ଲେଖିଛନ୍ତି, ମୁଁ ମୋର ଆକାଉଣ୍ଟକୁ ପ୍ରାଇଭେଟ କରିବାକୁ ଯାଉଛି । ମୁଁ ଏହି ପ୍ଲାଟଫର୍ମରେ ପ୍ରଂଶସକଙ୍କୁ କେବଳ ସାହାଯ୍ୟ ଏବଂ ସମର୍ଥନ କରିବାକୁ ଅଛି । ମୋର ଏକ ସମୟ ସୀମା ଅଛି, ତେଣୁ ମୁଁ ମାଇଣ୍ତଲେସ ସ୍କ୍ରୋଲିଂରେ କମ୍ ସମୟ ବିତାଇବାକୁ ଚାହୁଁଛି ।

ରିଚା ତାଙ୍କ ମୋବାଇଲ୍ ଫୋନରୁ ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି, ଯାହା ଦର୍ଶାଏ ଯେ ବର୍ତ୍ତମାନ ତାଙ୍କର ଦୈନିକ ସୋସିଆଲ୍ ମିଡିଆ ସମୟ 4 ଘଣ୍ଟା 14 ମିନିଟ୍ ଅଟେ । ତାଙ୍କର ସାପ୍ତାହିକ ସମୁଦାୟ 29 ଘଣ୍ଟା 40 ମିନିଟ୍, ଯେଉଁଥିରୁ 19 ଘଣ୍ଟା 49 ମିନିଟ୍ ସୋସିଆଲ୍ ନେଟୱାର୍କିଂରେ ଏବଂ 9 ଘଣ୍ଟା କେବଳ ଟ୍ୱିଟରରେ ବିତାଇଛି ।

ରିଚାଙ୍କ ପୋଷ୍ଟରେ ଜଣେ ୟୁଜର୍ସ ମନ୍ତବ୍ୟ ଦେଇଛନ୍ତି, ସୁଖ ଏବଂ ସମୃଦ୍ଧି ପାଇଁ ସର୍ବୋତ୍ତମ ମନ୍ତ୍ର ହେଉଛି ନିଜର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ କରିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.