ETV Bharat / sitara

ପ୍ରଦୂଷଣମୁକ୍ତ ଦୀପାବଳି ପାଳନ ପାଇଁ ଦିଲ୍ଲୀକୁ ପ୍ରସଂଶା କଲେ ରିଚା ଚଡ୍ଡା

ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କରିଛି ଦିଲ୍ଲୀ । ଦୀପାବଳି ଅବସରରେ ଦିଲ୍ଲୀ ସରକାରଙ୍କ ଲାଇଟ ଆଣ୍ଡ ଲେଜର ଶୋ'କୁ ପ୍ରସଂଶା କରିଛନ୍ତି ଅଭିନେତ୍ରୀ ରିଚା ଚଡ୍ଡା ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 28, 2019, 4:52 AM IST

ହାଇଦ୍ରାବାଦ: ଦେଶର ପାଳନ ହୋଇଛି ଆଲୋକର ପର୍ବ ଦୀପାବଳି । ଚଳିତ ବର୍ଷ ଦେଶରେ ବାଣ ପାଇଁ କମ୍ ପ୍ରଦୂଷଣ ହୋଇଥିବା ଲକ୍ଷ୍ୟ କରାଯାଇଛି ଓ ଏହାକୁ ବେଶ୍ ତାରିଫ୍ କରିଛନ୍ତି ଅଭିନେତ୍ରୀ ରିଚା ଚଡ୍ଡା । ପ୍ରଦୂଷଣଯୁକ୍ତ ବାଣ ବ୍ୟବହାର ନକରି ପରିବେଶକୁ ପ୍ରଦୂଷଣରୁ ରକ୍ଷା କରିଥିବାରୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରିଚା ।

ଅନ୍ୟପକ୍ଷେ ଅଭିନେତ୍ରୀ ଦିଲ୍ଲୀ ସରକାରଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି । ବିଭିନ୍ନ ସ୍ଥାନ ମାନଙ୍କରେ ଦିଲ୍ଲୀ ପୋଲିସ ସଚେତନତା ବାର୍ତ୍ତା ଦେବା ପାଇଁ ବିଭିନ୍ନ କ୍ୟାମ୍ପର ଆୟୋଜନ କରିଥିଲା । ଏହାସହ ଯେଉଁମାନେ ଇକୋ-ଫ୍ରେଣ୍ଡଲି ଦୀପାବଳି ପାଳନ କରିନାହାଁନ୍ତି, ସେମାନଙ୍କୁ ନିନ୍ଦା ମଧ୍ୟ କରିଛନ୍ତି ।

ଦିଲ୍ଲୀରେ ଚଳିତ ବର୍ଷ ଲାଇଟ ଓ ଲେଜର ଶୋ'ର ଆୟୋଜନ କରିଥିଲେ । ଏହାର ନାମ ରଖାଯାଇଥିଲା, ‘ ଦିଲ୍ଲୀ କି ଦିୱାଲି’ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଉତ୍ସବର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବେଶ ତାରିଫ କରିଥିଲେ ରିଚା ଚଡ୍ଡା । ଆଗକୁ ରିଚା, କଙ୍ଗନା ରଣୱତଙ୍କ ଫିଲ୍ମ ‘ପଙ୍ଗା’ରେ ନଜର ଆସିବେ । ଫିଲ୍ମଟି 2020 ଜାନୁଆରୀ 24ରେ ରିଲିଜ ହେବ ।

Intro:Body:

sef

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.