ETV Bharat / sitara

ସଲମାନଙ୍କୁ ନେଇ ରବୀନାଙ୍କ ବଡ ଖୁଲାସା

ଆରମ୍ଭ ହୋଇଯାଇଛି ଛୋଟ ପରଦାର ପପୁଲାର ଶୋ 'ନଚ ବଲିଏ 9' । ଯାହାର ସ୍ପେଶାଲ ପ୍ରିମିୟର ଗତ ଶୁକ୍ରବାର ରଖାଯାଇଥିଲା । ଜଜ ରୂପେ ନଜର ଆସିଛନ୍ତି ରବୀନା ଟଣ୍ଡନ ।

ଡିଜାଇନ ଫଟୋ
author img

By

Published : Jul 24, 2019, 10:32 AM IST

ମୁମ୍ବାଇ: ଦୀର୍ଘ ସମୟରୁ ଫିଲ୍ମ ଠାରୁ ଦୂରେଇ ରହିଥିବା ଅଭିନେତ୍ରୀ ରବୀନା ଟଣ୍ଡନ ଆଜିକାଲି ପପୁଲାର ଡାନ୍ସ ରିୟାଲିଟି ଶୋ 'ନଚ ବଲିଏ 9'ରେ ଜଜ ଭୂମିକାରେ ଦେଖାଯାଉଛନ୍ତି । ଏହି ଶୋର ନିର୍ମାଣ ଦାୟିତ୍ବ ତୁଲାଇଛନ୍ତି ବଲିଉଡର ଦବଙ୍ଗ ବୟ ସଲମାନ ଖାନ ।

ଗତ ଶୁକ୍ରବାର 'ନଚ ବଲିଏ 9'ର ପ୍ରିମିୟର କରାଯାଇଥିଲା । ଏହି ପ୍ରିମିୟର ଇଭେଣ୍ଟରେ ଜଜ ବ୍ୟତୀତ ସ୍ପେଶାଲ ଗେଷ୍ଟ ରୂପେ ସଲମାନ ଯୋଗ ଦେଇଥିଲେ । ଇତିମଧ୍ୟରେ ରବୀନା ଏକ ସାକ୍ଷାତକାରରେ ସଲମାନଙ୍କ ସହ ନିଜ ବଣ୍ଡିଂକୁ ନେଇ ଖୁଲାସା କରିଥିଲେ । ଆଉ ଶୋ ବିଷୟରେ ମଧ୍ୟ ଜଣାଇଥିଲେ ।

ସେ କହିଥିଲେ କି ସଲମାନ ସମସ୍ତଙ୍କ ସହ ତାଙ୍କ ବିଷୟରେ ଏପରି କଥା ହେଉଛନ୍ତି, ଯେମିତି ସେ ତାଙ୍କୁ 120 ବର୍ଷ ହେବ ଜାଣିଛନ୍ତି । ସଲମାନଙ୍କ ସହ ଏହା ତାଙ୍କର କମ୍ପର୍ଟ ଫ୍ୟାକ୍ଟର । ସେଟରେ ସେ ଦୁଇଜଣ ନନ ଷ୍ଟପ କଥା ହୋଇଥିଲେ । କିନ୍ତୁ ଯେବେ ଏପିସୋଡ ଟେଲିକାଷ୍ଟ ହେଲା ସେଥିରେ କୌଣସି ଜିନିଷ ସାମିଲ ହୋଇନଥିଲା । ଏମିତିରେ ସେ ପରସ୍ପରକୁ ପ୍ରଶ୍ନ କରିଥିଲେ କି ଏତେ କଥା କାହିଁକି ହେଉଛେ ।

ଶୋକୁ ନେଇ ରବୀନା କହିଥିଲେ କି ସେ ସବୁବେଳେ ଦୟାଳୁ ମଣିଷ ପରି ରହିଆସୁଛନ୍ତି । ଆଉ ଏଥିରେ ମଧ୍ୟ ସେ ଠିକ୍ ରୂପେ ନିଜ କାର୍ଯ୍ୟ ତୁଲାଇବେ । ସବୁ ପ୍ରତିଯୋଗୀ ନିଜର ବେଷ୍ଟ ଦେବାକୁ ଚେଷ୍ଟା ଚଳାଇଛନ୍ତି । ତେଣୁ ଜଜର ମାନେ କେବଳ ଏହା ନୁହେଁ କି ସେ କୌଣସି ପ୍ରତିଯୋଗୀଙ୍କ ଆଲୋଚନା କରିବା । ଜଣେ ଜଜ ସବୁବେଳେ ସମ୍ବେଦନଶୀଳ ହେବା ଦରକାର ।

New Delhi, July 24 (ANI): President Ram Nath Kovind attended a cultural event "Divya Kala Shakti: Witnessing Ability in Disability" in New Delhi yesterday. The event was organised by Ministry of Social Justice and Empowerment. The programme was anchored by 3 youths with visual impairments disabilities. The Vice President and Chairman, RajyaSabha Shri M. Venkaiah Naidu, the Prime Minister Shri Narendra Modi, the Speaker, LokSabha Shri Om Birla were the Guests of Honour. After the event, PM Modi interacted with divyang children.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.