ETV Bharat / sitara

ରୁଷିଆରେ ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା, ସେୟାର କଲେ ଫଟୋ

author img

By

Published : Feb 9, 2022, 6:14 PM IST

ରୁଷିଆରେ ନ୍ୟାସନାଲ କ୍ରଶ ତଥା ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଅଭିନେତ୍ରୀ ସୋସିଆଲ ମିଡିଆରେ ରୁଷିଆ ଏକ ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ରୁଷିଆରେ ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା, ସେୟାର କଲେ ଫଟୋ
ରୁଷିଆରେ ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା, ସେୟାର କଲେ ଫଟୋ

ହାଇଦ୍ରାବାଦ: ରୁଷିଆରେ ନ୍ୟାସନାଲ କ୍ରଶ ତଥା ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଅଭିନେତ୍ରୀ ସୋସିଆଲ ମିଡିଆରେ ରୁଷିଆ ଏକ ଫଟୋ ସେୟାର କରିଛନ୍ତି । ଯଦିଓ ସେ ରୁଷିଆ ଗସ୍ତର କାରଣ ପ୍ରକାଶ କରିନାହାଁନ୍ତି, ତେବେ ଆଗାମୀ ଯୁଦ୍ଧ ନାଟକ ପାଇଁ ସେଟରେ ଦଲକର ସଲମାନ ଏବଂ ମୃଣାଳ ଠାକୁରଙ୍କ ସହ ସାମିଲ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ରଶ୍ମିକା ମନ୍ଦାନା
ରଶ୍ମିକା ମନ୍ଦାନା
ରଶ୍ମିକା ମନ୍ଦାନା
ରଶ୍ମିକା ମନ୍ଦାନା

ବୁଧବାର ଦିନ, ରଶ୍ମିକା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ #ରୁଷିଆରେ ମୋର ପ୍ରଥମ ଦିନ ପାଇଁ ପ୍ରସ୍ତୁତ। ଅଭିନେତ୍ରୀ ଏକ ମିରର ସେଲଫି ନେଇଥିବା ଦେଖିବାକୁ ମିଳିଛି । ଗୀତା ଗୋବିନ୍ଦ ଅଭିନେତା ଗୋଲାପୀ ରଙ୍ଗର ହୁଡି ପିନ୍ଧିଥିବାର ନଜର ଆସିଛନ୍ତି। ରଶ୍ମିକା ଏହି ପୋଷ୍ଟର ସେୟାର କରିବାର କିଛି ସମୟ ପରେ ସାମନ୍ଥା ରୁଥ ପ୍ରଭୁ 'କ୍ୟୁଟ' ଲେଖି କମେଣ୍ଟ ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.