ETV Bharat / sitara

ଶ୍ରୀଭଲି ଗୀତରେ ରାନୁ ମଣ୍ଡଳଙ୍କ ଜବରଦସ୍ତ ଷ୍ଟେପ୍‌, ଭିଡିଓ ଭାଇରାଲ୍‌

ଅଲୁ ଅର୍ଜୁନଙ୍କ ଅଭିନୀତ ଚଳଚ୍ଚିତ୍ର ପୁଷ୍ପା: ଦି ରାଇଜ୍ ଯେତିକି ବ୍ଲକ ବଷ୍ଟର୍ ହିଟ୍ ହୋଇଛି ସେତିକି ହିଟ ହୋଇଛି ଚଳଚ୍ଚିତ୍ରର ଗୀତଗୁଡ଼ିକ । ବିଶେଷକରି ଶ୍ରୀଭଲି ଗୀତ ଫ୍ୟାନ୍ସଙ୍କୁ ବାୟା କରିଛି । ଏହି 'ଶ୍ରୀଭଲି ଗୀତରେ ରାନୁ ମଣ୍ଡଳଙ୍କ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଅଧିକ ପଢନ୍ତୁ

author img

By

Published : Feb 10, 2022, 1:18 PM IST

ଶ୍ରୀଭଲି ଗୀତରେ ରାନୁ ମଣ୍ଡଳଙ୍କ ଜବରଦସ୍ତ ଷ୍ଟେପ୍‌, ଭିଡିଓ ଭାଇରାଲ୍‌
ଶ୍ରୀଭଲି ଗୀତରେ ରାନୁ ମଣ୍ଡଳଙ୍କ ଜବରଦସ୍ତ ଷ୍ଟେପ୍‌, ଭିଡିଓ ଭାଇରାଲ୍‌

ହାଇଦ୍ରାବାଦ: ଅଲୁ ଅର୍ଜୁନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପୁଷ୍ପା: ଦି ରାଇଜ୍’ ଯେତିକି ବ୍ଲକ ବଷ୍ଟର୍ ହିଟ୍ ହୋଇଛି ସେତିକି ହିଟ ହୋଇଛି ଚଳଚ୍ଚିତ୍ରର ଗୀତଗୁଡ଼ିକ । ବିଶେଷକରି 'ଶ୍ରୀଭଲି' ଗୀତ ଫ୍ୟାନ୍ସଙ୍କୁ ବାୟା କରିଛି । ପ୍ରଶଂସକଙ୍କ ବ୍ୟତୀତ ଅନେକ ସେଲିବ୍ରିଟି ମଧ୍ୟ ଇନଷ୍ଟାରେ ରିଲ ତିଆରି କରିବାରେ ପଛାଇ ନାହାଁନ୍ତି । ଖାସ କରି 'ଶ୍ରୀଭଲି' ଗୀତରେ ଅଲୁ ଅର୍ଜୁନଙ୍କ ଷ୍ଟେପ ପ୍ରଶଂସକଙ୍କ ହୃଦୟ ଜିତିଛି । 'ପୁଷ୍ପା'ର ଗୀତଠାରୁ ଆରମ୍ଭ କରି ସୋସିଆଲ ମିଡ଼ିଆରେ ଏହାର ଡାଇଲଗ ପର୍ଯ୍ୟନ୍ତ ବହୁତ ଭାଇରାଲ ହେବାରେ ଲାଗିଛି ।

  • " class="align-text-top noRightClick twitterSection" data="">

ଏଭଳି ପରିସ୍ଥିତିରେ ‘ପୁଷ୍ପା’ର ଫେମସ ଗୀତ 'ଶ୍ରୀଭଲି'ରେ ରାନୁ ମଣ୍ଡଳଙ୍କ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି। ରେଳ ପ୍ଲାଟଫର୍ମରେ ଗୀତ ଗାଇ ରାତାରାତି ଇଣ୍ଟରନେଟ୍ ସେନ୍ସେସ୍ ପାଲଟିଥିବା ରାନୁଙ୍କ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡ଼ିଆରେ କ୍ରମାଗତ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ 'ଶ୍ରୀଭଲି'ରେ ନାଚୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନଙ୍କ ହୋସ ଉଡ଼ିଯାଇଛି । ଏହି ଭିଡିଓକୁ ଯିଏ କେହି ବି ଦେଖିବ ହସି ହସି ବେଦମ ହୋଇଯିବ। ଯେଉଁଥିରେ ରାନୁ ଗୀତର ଲିରିକ୍ସରେ ଏକ ମଜାଳିଆ ଡ୍ୟାନ୍ସ କରୁଥିବା ଦେଖାଯାଇଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକମାନେ ମଧ୍ୟ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ସେୟାର୍ ହୋଇଥିବା ଭିଡିଓରେ, ରାନୁ ମଣ୍ଡଳ ବହୁତ ମଜାଦାର ଷ୍ଟେପ କରିଛନ୍ତି । ନୀଳ ଟି-ସାର୍ଟ, ନାଲି ଶାଢୀ, ହାତରେ ବାଡି ଧରି ରାନୁ ଏହି ଗୀତରେ ଡ୍ୟାନ୍ସ କରିଥିବେବେଳେ ଦର୍ଶକମାନେ ମଧ୍ୟ ଏହାର ବହୁତ ମଜା ନେଉଛନ୍ତି । ଏହାପୂର୍ବରୁ, ଲୋକମାନେ ରାନୁଙ୍କ ଅଧାଅଧି ଇଂରାଜୀ ଭାଷାକୁ ପରିହାସ କରିଥିଲେ । ତାଙ୍କ ଗୀତର ପ୍ରମୋସନ ସମୟରେ ରାନୁ ମଣ୍ଡଳ ମୁହଁରେ ମେକଅପ୍ ନେଇଥିଲେ, ଯେଉଁ କାରଣରୁ ଲୋକମାନେ ତାଙ୍କୁ ପୁଣି ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ରାନୁଙ୍କ ଏହି ମଜାଳିଆ ଭିଡିଓରେ ପ୍ରଶଂସକମାନେ ବହୁତ କମେଣ୍ଟ ମଧ୍ୟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.