ETV Bharat / sitara

ଋଷି କପୁରଙ୍କ ସହ ରଣବୀରଙ୍କ ପିଲାଦିନର ଏକ କ୍ୟୁଟ ଫଟୋ ହେଲା ଭାଇରାଲ - Ranbir Kapoor looks cute in THIS childhood pic

ଋଷି କପୁରଙ୍କ ସହ ପୁଅ ତଥା ଅଭିନେତା ରଣବୀରଙ୍କ ପିଲାଦିନର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ରଣବୀର ତାଙ୍କ ପିତା ଋଷିଙ୍କୁ ଲକ୍ଷ୍ୟ କରି ଖେଳନା ବନ୍ଧୁକରେ ସୁଟ କରୁଛନ୍ତି ଏବଂ ଋଷିଙ୍କ ପାଖରେ ତାଙ୍କ ପତ୍ନୀ ନୀତୁ ମଧ୍ୟ ନଜର ଆସିଛନ୍ତି । ଏହି ଫଟୋରେ ରଣବୀର ବହୁତ କ୍ୟୁଟ ଦେଖାଯାଉଛନ୍ତି । ଅଧିକ ପଢନ୍ତୁ...

Ranbir Kapoor looks cute in THIS childhood pic pointing a toy gun at his dad Rishi Kapoor
ଋଷି କପୁରଙ୍କ ସହ ରଣବୀରଙ୍କ ପିଲାଦିନର ଏକ କ୍ୟୁଟ ଫଟୋ ହେଲା ଭାଇରାଲ
author img

By

Published : May 24, 2020, 12:18 AM IST

ନୂଆଦିଲ୍ଲୀ: ସ୍ୱର୍ଗତ ଋଷି କପୁରଙ୍କ ଦେହାନ୍ତ ପରେ କପୁର ପରିବାରର ଋଷିଙ୍କ ସହ ତାଙ୍କର ପୁରୁଣା ଫଟୋ ସେୟାର କରୁଛନ୍ତି । ନିକଟରେ ଋଷି କପୁରଙ୍କ ସହ ପୁଅ ତଥା ଅଭିନେତା ରଣବୀରଙ୍କ ପିଲାଦିନର ଏକ ଫଟୋ ଭାଇରାଲ ହେବାରେ ଲାଗିଛି ।

ଯେଉଁଠାରେ ରଣବୀର ତାଙ୍କ ପିତା ଋଷିଙ୍କୁ ଲକ୍ଷ୍ୟ କରି ଖେଳନା ବନ୍ଧୁକରେ ସୁଟ କରୁଛନ୍ତି ଏବଂ ଋଷିଙ୍କ ପାଖରେ ତାଙ୍କ ପତ୍ନୀ ନୀତୁ ମଧ୍ୟ ନଜର ଆସିଛନ୍ତି । ଏହି ଫଟୋରେ ରଣବୀର ଏକ କଳା ପୋଷାକ ସହ ଏକ କାଓ ବୟ ଟୋପି ପିନ୍ଧିଥିବାର ନଜର ଆସିଥିଲେ । ଏହି ଫଟୋରେ ରଣବୀର ବହୁତ କ୍ୟୁଟ ଦେଖାଯାଉଛନ୍ତି । ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ ।

କିଛି ଦିନ ପୂର୍ବରୁ ଋଷି କପୁରଙ୍କ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ରଣବୀର, ଆଲିଆ, ରିଦ୍ଧିମା, ଶ୍ୱେତା ବଚ୍ଚନ ନନ୍ଦ, କରିସ୍ମା କପୁର ଏବଂ ଅନ୍ୟମାନେ ଋଷିଙ୍କୁ ଶେଷ ସମ୍ମାନ ଜଣାଇଥିଲେ ।

ଋଷିଙ୍କୁ ଶେଷ ଥର ପାଇଁ 'ଦ ବଡି'ରେ ଇମ୍ରାନ ହାସମି, ସୋବିତା ଏବଂ ବେଦିକାଙ୍କ ସହ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.