ETV Bharat / sitara

ମାତା ସୀତାଙ୍କ ବଢିଲା ଫଲୋଅର୍ସ ସଂଖ୍ୟା

author img

By

Published : Apr 17, 2020, 2:26 PM IST

ଚର୍ଚ୍ଚାରେ ‘ରାମାୟଣ’ର ସୀତା, ଦୀପିକା। ସୋସିଆଲ ମିଡିଆରେ ବଢିଚାଲିଛି ତାଙ୍କ ଫଲୋଅର୍ସ ସଂଖ୍ୟା। ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ...

dipika chikhlia
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ଚିଖଲିୟା

ମୁମ୍ବାଇ: ଲକଡାଉନରେ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ର ପୁନଃ ପ୍ରସାରଣ କରାଯାଉଛି। ଯାହାକୁ ନେଇ ଉତ୍ସାହିତ ଦର୍ଶକ। ‘ରାମାୟଣ’ର ସବୁ ଭୂମିକା ଆଜି ମଧ୍ୟ ଦର୍ଶକଙ୍କ ହୃଦୟ କିଣିବାରେ ଲାଗିଛନ୍ତି। ଇତିମଧ୍ୟରେ ଧାରାବାହିକରେ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିୟାଙ୍କ ଫ୍ୟାନ ଫଲୋୱିଂ ଖୁବ୍ ବଢିଯାଇଛି। ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ।

ଦୀପିକାଙ୍କ ଇନଷ୍ଟାଗ୍ରାରେ 1 ଲକ୍ଷ ଫଲୋଅର୍ସ ହୋଇଗଲେଣି । ଏଥି ନିମନ୍ତେ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ । ଇନଷ୍ଟାଗ୍ରାମ ଆକାଉଣ୍ଟର ଇନଷ୍ଟାର ସ୍କ୍ରିନସଟ ସେୟାର କରି ସେ ଲେଖିଛନ୍ତି, ‘ମୋ ଇନଷ୍ଟାଗ୍ରାମ ଫ୍ୟାମିଲିକୁ ଧନ୍ୟବାଦ। ସମସ୍ତଙ୍କୁ ମୋର ପ୍ରେମ।’

ତାଙ୍କ ସ୍କ୍ରିନସଟ ଫଟୋ ଉପରେ ଲେଖାଯାଇଛି ଗତ ଗୋଟିଏ ସପ୍ତାହରେ ଦୀପିକାଙ୍କ ଫ୍ରୋଫାଇଲ 39,7,989 ଲକ୍ଷ ଲୋକ ଦେଖିସାରିଲେଣି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.