ETV Bharat / sitara

ପାକ୍ ପିଏମଙ୍କୁ ରାମ ଗୋପାଲଙ୍କ କଡା ପ୍ରଶ୍ନ - pakistan

ପୁଲୱାମା ଆତଙ୍କବାଦୀ ଆକ୍ରମଣର ଗୋଟଏ ସପ୍ତାହ ପରେ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ପାକିସ୍ତାନ ପିଏମ ଇମରାନ ଖାନଙ୍କ ବିରୋଧରେ ଏକ ଟ୍ବିଟ କରିଛନ୍ତି । ଏହି ପୋଷ୍ଟରେ ସେ ଇମରାନଙ୍କୁ କଡା ପ୍ରଶ୍ନ କରୁଥିବାର ନଜର ଆସୁଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଟ୍ବିଟର/ ରାମ ଗୋପାଲ ବର୍ମା
author img

By

Published : Feb 22, 2019, 3:42 PM IST

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ପୁରା ଦେଶ କ୍ରୋଧିତ ହୋଇଅଛି । ଦେଶର ଜନତା ନିଜ ଯବାନ୍ଙ୍କ ଶହୀଦର ପ୍ରତିଷୋଧ ମାଗୁଛନ୍ତି । ପ୍ରଥମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନିଜ ଦେଶ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରି ଭାରତକୁ କଡା ଧମକ ଦେଇଥିଲେ ।

ବର୍ତ୍ତମାନ ଇମରାନ ଖାନଙ୍କ ଏହି ଭାଷଣର ଖୁବ୍ ଆଲୋଚନା ଚାଲିଛି । ବଲିଉଡ ଲୋକପ୍ରିୟ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ଇମରାନ ଖାନଙ୍କୁ ପ୍ରଶ୍ନ କରୁଥିବାର ନଜର ଆସୁଛନ୍ତି ସେ ।

ସେ ଟ୍ବିଟର ପୋଷ୍ଟରେ ଲେଖିଛନ୍ତି, "ସ୍ନେହର ପ୍ରଧାନମନ୍ତ୍ରୀ ଇମରାନ ଖାନ, କଣ ଆପଣ ମୁର୍ଖ ଭାରତୀୟଙ୍କୁ ବୁଝାଇପାରିବେ କି ଜଣେ ବ୍ୟକ୍ତି ଗାଡିରେ ଆରଡିଏକ୍ସ ଭରି ଆପଣଙ୍କୁ ମାରିବାକୁ ଆଗକୁ ବଢୁଛନ୍ତି, ତେବେ ସେହି ସମୟରେ କିପରି କଥାବାର୍ତ୍ତା କରି ପାରିବା? ଯଦି ଆମକୁ ଏହି କଥା ବୁଝାଇ ଦେବେ, ତେବେ ଏହା ପରେ ଆମେ ଆପଣଙ୍କୁ ଟ୍ୟୁଶନ ଫିସ୍ ଦେବୁ । "

  • Dear Prime Minister @ImranKhanPTI
    Can you please educate us dumb Indians on how to have dialogue with a man rushing at you to explode tons of RDX on you ..And ofcourse we all Indians will pay you, your tuition fee Teacher

    — Ram Gopal Varma (@RGVzoomin) February 20, 2019 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନି କଳାକାରଙ୍କୁ ଭାରତରେ ବ୍ୟାନ କରାଯାଇଛି । ଏହାସହ ମ୍ୟାଡକ ଫିଲ୍ମସ ନିଜର ସବୁ ଫିଲ୍ମ ପାକିସ୍ତାନରେ ରିଲିଜ ନ କରିବାକୁ ନିଷ୍ପତ୍ତି ନେଇଛି । ଏହି କ୍ରମରେ ଫିଲ୍ମ 'ଲୁକା ଛୁପୀ', 'ଅର୍ଜୁନ ପାଟିୟାଲା', 'ମେଡ ଇନ ଚାଇନା' ରହିଅଛି । ଖାଲି ଏତିକି ନୁହେଁ ଆଜି ଭାରତରେ ରିଲିଜ ହୋଇଥିବା ମଲ୍ଟୀ ଷ୍ଟାରର ଫିଲ୍ମ 'ଟୋଟାଲ ଧମାଲ'ର ଟିମ ମଧ୍ୟ ପାକିସ୍ତାନରେ ଫିଲ୍ମ ରିଲିଜ କରିବାକୁ ମନା କରିଦେଇଥିଲେ ।

Slug - board preparation@ matric exam,rep- Narayan,ctc,avb,21.02.19

ଆଂଙ୍କର - ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା।ଚଳିତ ବର୍ଷ ୨ ହଜାର ୯ ଶହ ୫୩ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୨ ହଜାର ୬ ଶହ ୯୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।ଏଥିପାଇଁ ବୋର୍ଡ଼ ପକ୍ଷରୁ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି।ପରୀକ୍ଷା ସକାଳ ୧୦ ଟାରୁ ଆରମ୍ଭ ହୋଇ ୧୨ ଟା ପର୍ଯ୍ୟନ୍ତ ଚାଲିବ।କିନ୍ତୁ ଗଣିତ ରେ ଅଧିକ ୧୫ ମିନିଟ ସମୟ ଛାତ୍ର ଛାତ୍ରୀଙ୍କୁ ଦିଆଯିବ।ଅର୍ଥାତ ଗଣିତ ପରୀକ୍ଷା ସକାଳ ୧୦ ଟାରୁ ଆରମ୍ଭ ହୋଇ ୧୨ ଟା ୪୫ ରେ ଶେଷ ହେବ। କେଵଳ ଆସନ୍ତାକାଲି ସମସ୍ତ ଛାତ୍ର ଛାତ୍ରୀ ସକାଳ ୯ ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବୋର୍ଡ଼ ପରାମର୍ଶ ଦେଇଛନ୍ତି।ମାତ୍ର ଅନ୍ୟ ସମସ୍ତ ଦିନ ୯ ଟା ୧୫ ସୁଦ୍ଧା ପରୀକ୍ଷା କେନ୍ଦ୍ର ରେ ପହଞ୍ଚିବାକୁ ନିର୍ଦେଶ ରହିଛି।୯ ଟା ୩୦ ରେ ସମସ୍ତ ଙ୍କୁ ଓଏମଆର ପ୍ରଦାନ କରାଯିବ।ଏହି ସମୟରେ ସ୍ଟ୍ରଙ୍ଗ ରୁମ୍ ରେ ପ୍ରଶ୍ନ ପତ୍ରର ପ୍ରଥମ ଲେୟାର  ଖୋଲାଯିବ।ଏହାକୁ ସେଣ୍ଟର ସୁପରିନଟେଣ୍ଡେଣ୍ଟ ,ଡେପୁଟି ସୁପରିନଟେଣ୍ଡେଣ୍ଟ,ଅଵଜରଭର,ଇନଭିଜଲେଟର ଏହାକୁ ସାର୍ଟିଫାଏ କରିବେ।୯ ଟା ୪୫ ରେ ପରୀକ୍ଷା କେନ୍ଦ୍ର ମଧ୍ୟରେ ୨ ୟ ଲେୟାର ପ୍ରଶ୍ନପତ୍ର ଖୋଲାଯିବ।ଏହାକୁ ଅତିକମରେ ୨ ଜଣ ଛାତ୍ର ଛାତ୍ରୀ ଇନଭିଜଲେଟର ସାର୍ଟି ଫାଏ କରିବେ। ୧୦ ଟାରେ ପ୍ରଶ୍ନ ପତ୍ର ଛାତ୍ର ଛାତ୍ରୀ ଙ୍କୁ ପ୍ରଦାନ କରାଯିବ।ଚଳିତବର୍ଷ ୫ ଜଣ କଏଦୀ ଛାତ୍ର ପରୀକ୍ଷା ଦେବେ।ସେମାନଙ୍କ ମଧ୍ୟରୁ ୩ ଜଣ ହାଇସ୍କୁଲ ସାର୍ଟିଫିକଟ ପାଈଁ ପରୀକ୍ଷା ଦେଉଥିବାବେଳେ ୨ ଜଣ ଓପନ ସ୍କୁଲ ପାଈଁ ପରୀକ୍ଷା ଦେଉଛନ୍ତି। ତେବେ ଚଳିତ ବର୍ଷ ଛାତ୍ର ଛାତ୍ରୀ ଙ୍କୁ ପ୍ରଶ୍ନ ପତ୍ର ପଢିବା ପାଈଁ ଆଉ ୧୫ ମିନିଟ ସମୟ ଦିଆଯିବ ନାହିଂ ବୋଲି ବୋର୍ଡ଼ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

ବାଇଟ - ଡ଼ଃ ନିହାର ରଞ୍ଜନ ମହାନ୍ତି,ପରୀକ୍ଷା ନିୟନ୍ତ୍ରକ,ବୋର୍ଡ଼।

Visuals byte through MOJO...
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.