ETV Bharat / sitara

ଭୋଟ ଦିଅ, ପରିବର୍ତ୍ତନ ଆଣ

author img

By

Published : Mar 11, 2019, 11:50 AM IST

ପାଖେଇ ଆସୁଛି ନିର୍ବାଚନ । ବର୍ତ୍ତମାନ ରାଜନୈତିକ ଦଳ ମଧ୍ୟରେ ମୈଦାନ ମହାସମର ଆରମ୍ଭ ହେବାକୁ ଯାଉଥିବାବେଳେ ଅଭିନେତା ରାଜକୁମାର ରାଓ ତାଙ୍କ ପ୍ରଶଂସକଙ୍କୁ ଦେଇଛନ୍ତି କିଛି ଟିପ୍ସ, ଆଉ କହିଛନ୍ତି ଭବିଷ୍ୟତ ପରିବର୍ତ୍ତନ କରିବାକୁ ହେଲେ ସଠିକ ଲୋକଙ୍କୁ ଭୋଟ ଦେବା ଦରକାର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନିକଟରେ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଗୋଟିଏ ଭିଡିଓ ପୋଷ୍ଟ କରି ରାଜକୁମାର କହିଛନ୍ତି , 'ଦେଶ ପାଇଁ ସଠିକ ପରିଚାଳକ ଚୟନ ପାଇଁ ମତଦାନର ଶକ୍ତି ସାଧାରଣଜନତାଙ୍କ ପାଖରେ ଥାଏ । ପରେ ଅଭିଯୋଗ କରିବାର କୌଣସି ଲାଭ ନାହିଁ କାରଣ ଆମେ ହିଁ ତାଙ୍କୁ ଚୟନ କରିଛେ ।'

'ମତଦାନ ଦିନ ହିଁ ଏମିତି ଗୋଟିଏ ଦିନ, ଯେଉଁଦିନ ଆମେ ବହୁତ ଶକ୍ତିଶାଳୀ । ସଠିକ ନିଷ୍ପତ୍ତି ନେଇ ଆମେ ଆମ ଭବିଷ୍ୟତ ମଧ୍ୟ ପରିବର୍ତ୍ତନ କରିପାରିବା । ଲୋକମାନଙ୍କ କହିବାନୁଯାୟୀ, 'ଗୋଟିଏ ଭୋଟ କଣ ବା କରିପାରିବ ?' ମନଭାବନାର ଉତ୍ତରରେ ରାଜକୁମାର କହିଛନ୍ତି, ଏହା ମୁର୍ଖାମୀ.. ପ୍ରତି ଭୋଟର ମୂଲ୍ୟ ଅଛି । ଯଦି ସମସ୍ତେ ଭାବିବେ ଯେ ମୁଁ ଯଦି ଭୋଟ ଦେବିନାହିଁ... ତାହା ଚଳିବ ।'

'ଯଦି ତୁମେ ପରିବର୍ତ୍ତନ ଆଣିବାକୁ ଚାହୁଁଛ, ଯଦି ତୁମେ ତୁମ ଦେଶକୁ ଉନ୍ନତି ପଥର ଅଗ୍ରସର ହେବାକୁ ଚାହୁଁଛ... ତୁମ ଶକ୍ତିର ପ୍ରୟୋଗ କର । ଘରେ ବସି ଭିଡିଓ ଗେମ ଖେଳିଲେ କୌଣସି ପରିବର୍ତ୍ତନ ଆସିବନାହିଁ । ବାହାରକୁ ଯାଅ ଓ ଭୋଟ ଦିଅ ।'

ଦେଶର ଯୁବପିଢୀଙ୍କୁ ରାଜକୁମାରଙ୍କ ମେସେଜ କଣ ରହିବ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, 'ଏହା କେବଳ ଆମପାଇଁ ନୁହେଁ । ଏହା ଆମ ଆଗାମୀ ପିଢୀ ପାଇଁ ମଧ୍ୟ । ତେଣୁ ପ୍ରଶ୍ନ କର, ନିଜ ଅଧିକାର ପାଇଁ ସ୍ବର ଉଠାଅ । ଯଦି ତୁମ ନଜରରେ କୌଣସି କଥା କିମ୍ବା ଜିନିଷ ହେଉଛି ତାହାର ଫଟୋ ଉଠାଅ ଓ ତୁମ ରାଜନେତାଙ୍କୁ ଜବାବ ମାଗ । କେବଳ ତୁମମାନଙ୍କ ପାଖରେ ପରିବର୍ତ୍ତନ ଆଣିବାରେ ସାମର୍ଥ୍ୟ ଅଛି ଆଉ ସେହି ପରିବର୍ତ୍ତନ ମତଦାନ ଦ୍ବାରା ଆସିପାରିବ ।'

Intro:Body:

ମୁମ୍ବାଇ: ପାଖେଇ ଆସୁଛି ନିର୍ବାଚନ । ବର୍ତ୍ତମାନ ରାଜନୈତିକ ଦଳ ମଧ୍ୟରେ ମୈଦାନ ମହାସମର ଆରମ୍ଭ ହେବାକୁ ଯାଉଥିବାବେଳେ ଅଭିନେତା ରାଜକୁମାର ରାଓ ତାଙ୍କ ପ୍ରଶଂସକଙ୍କୁ ଦେଇଛନ୍ତି କିଛି ଟିପ୍ସ, ଆଉ କହିଛନ୍ତି ଭବିଷ୍ୟତ ପରିବର୍ତ୍ତନ କରିବାକୁ ହେଲେ ସଠିକ ଲୋକଙ୍କୁ ଭୋଟ ଦେବା ଦରକାର ।

ନିକଟରେ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଗୋଟିଏ ଭିଡିଓ ପୋଷ୍ଟ କରି ରାଜକୁମାର କହିଛନ୍ତି , 'ଦେଶ ପାଇଁ ସଠିକ ପରିଚାଳକ ଚୟନ ପାଇଁ ମତଦାନର ଶକ୍ତି ସାଧାରଣଜନତାଙ୍କ ପାଖରେ  ଥାଏ । ପରେ ଅଭିଯୋଗ କରିବାର କୌଣସି ଲାଭ ନାହିଁ କାରଣ ଆମେ ହିଁ ତାଙ୍କୁ ଚୟନ କରିଛେ ।'

'ମତଦାନ ଦିନ ହିଁ ଏମିତି ଗୋଟିଏ ଦିନ, ଯେଉଁଦିନ ଆମେ ବହୁତ ଶକ୍ତିଶାଳୀ । ସଠିକ ନିଷ୍ପତ୍ତି ନେଇ ଆମେ ଆମ ଭବିଷ୍ୟତ ମଧ୍ୟ ପରିବର୍ତ୍ତନ କରିପାରିବା । ଲୋକମାନଙ୍କ କହିବାନୁଯାୟୀ, 'ଗୋଟିଏ ଭୋଟ କଣ ବା କରିପାରିବ ?' ମନଭାବନାର ଉତ୍ତରରେ ରାଜକୁମାର କହିଛନ୍ତି, ଏହା ମୁର୍ଖାମୀ.. ପ୍ରତି ଭୋଟର ମୂଲ୍ୟ ଅଛି । ଯଦି ସମସ୍ତେ ଭାବିବେ ଯେ ମୁଁ ଯଦି ଭୋଟ ଦେବିନାହିଁ... ତାହା ଚଳିବ ।'

'ଯଦି ତୁମେ ପରିବର୍ତ୍ତନ ଆଣିବାକୁ ଚାହୁଁଛ, ଯଦି ତୁମେ ତୁମ ଦେଶକୁ ଉନ୍ନତି ପଥର ଅଗ୍ରସର ହେବାକୁ ଚାହୁଁଛ... ତୁମ ଶକ୍ତିର ପ୍ରୟୋଗ କର । ଘରେ ବସି ଭିଡିଓ ଗେମ ଖେଳିଲେ କୌଣସି ପରିବର୍ତ୍ତନ ଆସିବନାହିଁ । ବାହାରକୁ ଯାଅ ଓ ଭୋଟ ଦିଅ ।'

ଦେଶର ଯୁବପିଢୀଙ୍କୁ ରାଜକୁମାରଙ୍କ ମେସେଜ କଣ ରହିବ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, 'ଏହା କେବଳ ଆମପାଇଁ ନୁହେଁ । ଏହା ଆମ ଆଗାମୀ ପିଢୀ ପାଇଁ ମଧ୍ୟ । ତେଣୁ ପ୍ରଶ୍ନ କର, ନିଜ ଅଧିକାର ପାଇଁ ସ୍ବର ଉଠାଅ । ଯଦି ତୁମ ନଜରରେ କୌଣସି କଥା କିମ୍ବା ଜିନିଷ ହେଉଛି ତାହାର ଫଟୋ ଉଠାଅ  ଓ ତୁମ ରାଜନେତାଙ୍କୁ ଜବାବ ମାଗ । କେବଳ ତୁମମାନଙ୍କ ପାଖରେ ପରିବର୍ତ୍ତନ ଆଣିବାରେ ସାମର୍ଥ୍ୟ ଅଛି ଆଉ ସେହି ପରିବର୍ତ୍ତନ ମତଦାନ ଦ୍ବାରା ଆସିପାରିବ ।'

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.