ETV Bharat / sitara

'ମୋନିକା ଓ ମାଇ ଡାର୍ଲିଂ' ରେ ନଜର ଆସିବେ ରାଜକୁମାର-ହୁମା

author img

By

Published : Mar 17, 2021, 9:49 PM IST

ରାଜକୁମାର ରାଓ ଏବଂ ହୁମା କୁରେଶିଙ୍କୁ ଶ୍ରୀରାମ ରାଘବନଙ୍କ ୱେବ୍ ସିରିଜ୍ 'ମୋନିକା, ଓ ମାଇ ଡାର୍ଲିଂ'ରେ ଏକାଠି ଦେଖିବାକୁ ମିଳିବ । ଅଧିକ ପଢନ୍ତୁ...

Rajkummar Rao, Huma Qureshi in Sriram Raghavan's next Monica, O My Darling
'ମୋନିକା, ଓ ମାଇ ଡାର୍ଲିଂ'ରେ ନଜର ଆସିବେ ରାଜକୁମାର-ହୁମା

ହାଇଦ୍ରାବାଦ: ଅଭିନେତା ରାଜକୁମାର ରାଓ ଏବଂ ହୁମା କୁରେଶିଙ୍କୁ ନେଟଫ୍ଲିକ୍ସର ୱେବ୍ ସିରିଜ୍ 'ମୋନିକା, ଓ ମାଇ ଡାର୍ଲିଂ'ରେ ଏକାଠି ଦେଖିବାକୁ ମିଳିବ । ଏହି ସିରିଜରେ ଶ୍ରୀରାମ ରାଘବନ୍ ଏବଂ ବସନ ବାଲା ଏକାଠି କାମ କରିବାକୁ ଯାଉଛନ୍ତି ।

ଖବର ଅନୁଯାୟୀ, ମ୍ୟାଚ୍ ବକ୍ସ ପିକ୍ଚର୍ସ ବ୍ୟାନରରେ ଶ୍ରୀରାମ ରାଘବନ୍ ଏବଂ ସଞ୍ଜୟ ରାଉତରେଙ୍କ ଦ୍ବାରା 'ମୋନିକା, ଓ ମାଇ ଡାର୍ଲିଂ' ପ୍ରସ୍ତୁତ କରାଯାଉଛି । ଏହି ସିରିଜ୍ ବିଷୟରେ ବର୍ତ୍ତମାନ ସୁଦ୍ଧା ଅଧିକ ସୂଚନା କିଛି ସାମ୍ମାକୁ ଆସିନାହିଁ, କିନ୍ତୁ ନିର୍ମାତାମାନେ ଏପ୍ରିଲରୁ ସୋ’ର ସୁଟିଂ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ।

ରାଜକୁମାର ଏବଂ ହୁମା 'ଗ୍ୟାଙ୍ଗସ୍ ଅଫ୍ ୱାସିପୁର'ରେ ଏକାଠି କାମ କରିଥିଲେ ।

ପ୍ରକାଶ ଥାଉ କି, ଆଗାମୀ ସମୟରେ ରାଜକୁମାର ଫିଲ୍ମ 'ବଧାଇ ଦୋ'ରେ ନଜର ଆସିବେ । ଅପରପକ୍ଷେ, ହୁମାଙ୍କୁ 'ଦ ଆର୍ମି ଅଫ୍ ଡେଡ' ରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.