ETV Bharat / sitara

କୋରାନା ସହାୟତା: ପିଏମ ରିଲିଫ ପାଣ୍ଠିକୁ ଏକଲକ୍ଷ ଦେଲେ ରାଜକୁମାର - ପିଏମ ରିଲିଫ ପାଣ୍ଠିକୁ ଦାନ କଲେ ରାଜକୁମାର ରାଓ

ସେଲିବ୍ରିଟି ପଓ୍ବନ କଲ୍ୟାଣ, ରାମ ଚରଣ ଏବଂ ଅକ୍ଷୟ କୁମାରଙ୍କ ପରେ ବର୍ତ୍ତମାନ ସିଟି ଲାଇଟ ଅଭିନେତା ରାଜକୁମାର ରାଓ ପିଏମ ରିଲିଫ ପାଣ୍ଠି, ମହାରାଷ୍ଟ୍ରର ସିଏମ ରିଲିଫ ପାଣ୍ଠି ଏବଂ ଜୋମାଟୋ ଫିଡିଂ ଇଣ୍ଡିଆର ବଞ୍ଚିତ ଲୋକଙ୍କୁ ସାହାଯ୍ୟ କରିବା ସହ ମହାମାରୀ ଜନିତ କୋରାନାଭାଇରସକୁ ମୁକାବିଲା କରିବା ପାଇଁ ଏକଲକ୍ଷ ଟଙ୍କା ଦାନ କରିଛନ୍ତି । ଆହୁରି ପଢନ୍ତୁ...

Rajkummar Rao donates to COVID-19 relief funds
କୋରାନା ସହାୟତା : ପିଏମ ରିଲିଫ ପାଣ୍ଠିକୁ ଦାନ କଲେ ରାଜକୁମାର ରାଓ
author img

By

Published : Mar 30, 2020, 7:54 AM IST

ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାଓ କୋରାନା ଭାଇରସ ମହାମାରୀ ସହ ଲଢିବା ପାଇଁ ପିଏମ ରିଲିଫ ପାଣ୍ଠି, ମହାରାଷ୍ଟ୍ରର ସିଏମ ରିଲିଫ ପାଣ୍ଠି ଏବଂ ଜୋମାଟୋ ଫିଡିଂ ଇଣ୍ଡିଆରେ ଅଭାବ ଥିବା ପରିବାରକୁ ଖାଇବାକୁ ଦେବାରେ ସହଯୋଗ ପାଇଁ ଏକଲକ୍ଷ ଟଙ୍କା ଦାନ କରିଛନ୍ତି ।

ଏହି ସଂଗ୍ରାମରେ ଆମ ପ୍ରଶାସନକୁ ସାହାଯ୍ୟ କରିବାର ଏବଂ ଏକତ୍ର ଠିଆ ହେବାର ସମୟ ଆସିଛି । ସେ ଲେଖିଛନ୍ତି,#PMReliefFund #CMReliefFund ଏବଂ #ZomatoFeedingIndiaକୁ ଦାନ କରି ଆବଶ୍ୟକ ପରିବାରକୁ ଖାଇବାକୁ ଦେବାରେ ସାହାଯ୍ୟ କରନ୍ତୁ । ଜୟ ହିନ୍ଦ ।

ଏହାସହ ଅଭିନେତା ଅକ୍ଷୟ କୁମାର ଏହି ପାଣ୍ଠିକୁ 25 କୋଟି ଟଙ୍କା ଦାନ କରିଛନ୍ତି । ଟି-ସିରିଜ ମାଲିକ ଭୂଷଣ କୁମାର ମଧ୍ୟ ପିଏମ ରିଲିଫ ପାଣ୍ଠିକୁ 11 କୋଟି ଟଙ୍କା ଦାନ କରିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.