ETV Bharat / sitara

‘ରୁହି’ର ରୋମାଣ୍ଟିକ ଗୀତ ‘ଛୁପ୍ ଛୁପ୍ କେ’ ରିଲିଜ - ‘ରୁହି’ର ଜବରଦସ୍ତ ଟ୍ରେଲର ରିଲିଜ

ଫୁଲ କୋବି ଦେଇ ଜାହ୍ନବୀଙ୍କୁ ପ୍ରମୋଜ କଲେ ରାଜକୁମାର । ରିଲିଜ ହେଲା ରୋମାଣ୍ଟିକ ସଙ୍ଗ ‘ଛୁପ୍ ଛୁପ୍ କେ’ । ମାର୍ଚ୍ଚ 21ରେ ରିଲିଜ ହେବ ଫିଲ୍ମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Feb 26, 2021, 1:46 PM IST

ମୁମ୍ବାଇ: ନିକଟରେ ଜାହ୍ନବୀ କପୁର ଓ ରାଜକୁମାର ରାଓଙ୍କ ଅଭିନୀତ ହରର ଡ୍ରାମା ଫିଲ୍ମ ‘ରୁହି’ର ଜବରଦସ୍ତ ଟ୍ରେଲର ରିଲିଜ ହୋଇଥିଲା । ଯେଉଁଥିରେ ଜାହ୍ନବୀଙ୍କ ଡାହାଣୀ ଅବତାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାସହ ଫିଲ୍ମର ଆଇଟମ ସଙ୍ଗ ‘ପନଘଟ’ ମଧ୍ୟ ରିଲିଜ ହୋଇଥିଲା । ଇତିମଧ୍ୟରେ ଫିଲ୍ମର ପ୍ରଥମ ରୋମାଣ୍ଟିକ ସଙ୍ଗ ‘ଛୁପ୍ ଛୁପ୍ କେ’ ରିଲିଜ ହୋଇଯାଇଛି ।

ଯେଉଁଥିରେ ଜାହ୍ନବୀଙ୍କ ପ୍ରତି ରାଜକୁମାରଙ୍କ ପ୍ରେମ ଦେଖିବାକୁ ମିଳୁଛି । ଏହି ରୋମାଣ୍ଟିକ ଗୀତ ସୋନି ମ୍ୟୁଜିକର ୟୁଟ୍ୟୁବରେ ରିଲିଜ କରିଛନ୍ତି ମେକର୍ସ । ମଜାଦାର ଅନ୍ଦାଜରେ ଜାହ୍ନବୀଙ୍କୁ ଫୁଲକୋବି ଦେଇ ପ୍ରେମ ନିବେଦନ କରୁଛନ୍ତି ରାଜକୁମାର । ଦେଖନ୍ତୁ ଭିଡିଓ...

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉକି ଆସନ୍ତା ମାର୍ଚ୍ଚ 21ରେ ରିଲିଜ ହେବ ଫିଲ୍ମ । ଯାହାର ନିର୍ଦ୍ଦେଶନା କରିଛନ୍ତି ହାର୍ଦ୍ଧିକ ମେହତା । ସେହିପରି ପ୍ରଯୋଜକ ଦିନେଶ ବିଜାନ ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି । ଫିଲ୍ମରେ କମେଡି ଅଭିନେତା ବରୁଣ ଶର୍ମାଙ୍କ ଦମଦାର କମେଡି ମଧ୍ୟ ଦେଖିବାକୁ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.