ETV Bharat / sitara

ସେକ୍ରେଡ ଗେମ୍ସ-2ରେ ନଜର ଆସିବେ ରାଧିକା - anurag kasyap

ୱେବ ସିରିଜ ସେକ୍ରେଡ ଗେମ୍ସର ସିଜିନ-2 ବହୁତ ଦଲଦି ଆସିବାକୁ ଯାଉଛି । ସିରିଜରେ ରାଧିକା ଆପଟେଙ୍କୁ ପୁଣି ଦେଖିବାକୁ ମିଳିବ । ରାଧିକାଙ୍କ ସହ ସୈଫ ଅଲ୍ଲୀ ଖାନ ମଧ୍ୟ ଅଭିନୟ କରିବେ ।

ଫାଇଲ ଫଟୋ
author img

By

Published : Apr 29, 2019, 2:56 PM IST

ହାଇଦ୍ରାବାଦ: ୱେବ ସିରିଜ ସେକ୍ରେଡ ଗେମ୍ସରେ ରାଧିକା ନିଜର ଜବରଦସ୍ତ ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିଣିପାରିଥିଲେ । ଏବେ ସିରିଜର ଦ୍ବିତୀୟ ସିଜିନ ବହୁତ ଜଲଦି ଆସିବାକୁ ଯାଉଛି । ଆଶା ନ ଥିଲା ଏଥିରେ ରାଧିକା ନଜର ଆସିବେ ବୋଲି କିନ୍ତୁ ଏକ ସାକ୍ଷାତକାରରେ ରାଧିକା କହିଛନ୍ତି ସେ ପୁଣି ଶୋ' କୁ ଫେରିପାରନ୍ତି ।

sacred games
ଡିଜାଇନ ଫଟୋ

ତେବେ ଏ ଖବର ରାଧିକାଙ୍କ ଫ୍ୟାନ୍ସଙ୍କ ପାଇଁ ବହୁତ ଖୁସି ଖବର । ସେକ୍ରେଡ ଗେମ୍ସର ପ୍ରଥମ ଭାଗ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା । ରାଧିକାଙ୍କ ସହ ସିରିଜରେ ସୈଫ ଅଲ୍ଲି ଖାନ ଓ ନଓ୍ବାଜୁଦ୍ଦିନଙ୍କୁ ଦେଖିବାକୁ ମିଳିଥିଲା । ଦ୍ବିତୀୟ ସିଜିନରେ ମଧ୍ୟ ସୈଫଙ୍କୁ ଦେଖିବାକୁ ମିଳିବ । ତେବେ ପ୍ରଥମ ସିଜିନରେ ରାଧିକାଙ୍କ ମୃତ୍ୟୁ ପରେ ଦର୍ଶକ ଆଶା କରିନଥିଲେ ସେ ପୁଣି ଫେରିବେ । ରିପୋର୍ଟ ମୁତାବକ ସେ କିଛି ଫ୍ଲାସବ୍ୟାକ ଏପିସୋଡରେ ନଜର ଆସିବେ ।

2020ରେ ସିଜିନ-2 ରିଲିଜ ହୋଇପାରେ । ପ୍ରଥମ ସିରିଜରେ 8ଟି ଏପସୋଡ ଥିଲା ବେଳେ ଦ୍ବିତୀୟରେ ମଧ୍ୟ 8ଟି ଏପିସୋଡ ହେଇପାରେ । ତେବେ ଆଜିକାଲି ୱେବ ସିରିଜ ଦେଖିବାକୁ ଲୋକେ ଖୁବ ପସନ୍ଦ କରୁଛନ୍ତି । ତେଣୁ ସିରିଜର ନିର୍ଦ୍ଦେଶକ ଅନୁରାଗ କସ୍ୟପ ଓ ବିକ୍ରମାଦିତ୍ୟ ମୋଟୱାନି ଏପିସୋଡକୁ ବଢାଇପାରନ୍ତି ।

Intro:Body:

SHREEMAYEE

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.