ETV Bharat / sitara

ପ୍ରିୟଙ୍କା ଆରଏସଏସର ବ୍ରାଣ୍ଡ ଆମ୍ବାସଡର !

ଡ୍ରେସକୁ ନେଇ ପୁଣି ଚର୍ଚ୍ଚାରେ ପ୍ରିୟଙ୍କା । ତାଙ୍କ ଖାକୀ ଡ୍ରେସକୁ ଆଧାର କରି ଟ୍ରୋଲ କରିବାରେ ଲାଗିପଡିଛନ୍ତି ୟୁଜର୍ସ ।

author img

By

Published : Jun 19, 2019, 7:49 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ପ୍ରିୟଙ୍କା ଚୋପ୍ରା ଫ୍ୟାନକ୍ଲବ

:

ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଷ୍ଟାଇଲ ସବୁଠାରୁ ନିଆରା । କିନ୍ତୁ ବେଳେ ବେଳେ ସେ ନିଜ ଷ୍ଟାଇଲ ଏବଂ ପୋଷାକ ପାଇଁ ଟ୍ରୋଲର୍ସଙ୍କ ଶିକାର ହୋଇଥାଆନ୍ତି । ଏଥର ମଧ୍ୟ ସେ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି । ସେ ପୁଣିଥରେ ତାଙ୍କ ଡ୍ରେସକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଚାଲିଛି ।

photo-2

ଏଥର ତାଙ୍କର ଡ୍ରେସର ତୁଳନା ଆରଏସଏସ(RSS) ଡ୍ରେସ ସହ କରାଯାଉଛି । ସୋସିଆଲ ମିଡିଆରେ ପିସିଙ୍କ କିଛି ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଫଟୋରେ ସେ ଖାକୀ ରଙ୍ଗର ସର୍ଟସ ପିନ୍ଧିଥିବାର ଦେଖାଯାଉଛନ୍ତି । ଏହାସହ ବ୍ଲାକ କଲର ଟପ ଉପରେ ବ୍ଲାକ କଲରର ଓଭରକୋଟ ପିନ୍ଧିଥିବାର ନଜର ଆସୁଛନ୍ତି ।

ତାଙ୍କର ଏହି ଫଟୋକୁ ଆଧାର କରି ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଖୁବ୍ ଟ୍ରୋଲ କରିବାରେ ଲାଗିପଡିଛନ୍ତି । ପ୍ରକାଶ ଥାଉକି 36 ବର୍ଷିୟ ପ୍ରିୟଙ୍କା ଏହି ଫଟୋ ତାଙ୍କ ନ୍ୟୁୟର୍କ ଆପାର୍ଟମେଣ୍ଟର । ଫଟୋରେ ସେ ଓ ତାଙ୍କ ସ୍ବାମୀ ନିକ ଜୋନସ ଆପାର୍ଟମେଣ୍ଟରୁ ବାହାରକୁ ବାହରୁଥିବାର ଦେଖାଯାଉଛନ୍ତି ।

ଜଣେ ୟୁଜର ତାଙ୍କ ଫଟୋରେ ଲେଖିଛନ୍ତି, "ପ୍ରିୟଙ୍କାଙ୍କୁ ଚୋପ୍ରାଙ୍କୁ ଆରଏସଏସର ବ୍ରାଣ୍ଡ ଆମ୍ବାସଡର ଚୟନ କରାଯାଇଛି ।" ଅନ୍ୟପଟେ ଆଉ ଏକ ୟୁଜର ଲେଖିଛନ୍ତି, "ଆରଏସଏସ ସ୍ବାଗ ।"

Intro:Body:

sdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.