ETV Bharat / sitara

ୱଣ୍ଡର ଓମେନଙ୍କୁ ସାକ୍ଷାତ କଲେ ଦେଶୀଗାର୍ଲ - gal gadot

ପ୍ୟାରିସ ଫ୍ୟାଶନ ୱିକରେ ସାମିଲ ହୋଇଥିଲେ ପ୍ରିୟଙ୍କା ଓ ନିକ । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା
author img

By

Published : Jul 3, 2019, 3:50 PM IST

ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ ଜୋନସଙ୍କ ସହ ପ୍ୟାରିସର ଫ୍ୟାଶନ ୱିକରେ ନଜର ଆସିଥିଲେ । ଆଉ ସେଠାରେ ଏହି କପଲ ୱଣ୍ଡର ଓମେନ ଷ୍ଟାର ଗ୍ୟାଲ ଗାଡଟ ଓ ସୈଲୀନ ୱୁଡଲିଙ୍କୁ ସାକ୍ଷାତ କରିଥିଲେ ।

photo-2
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ସ୍ବାମୀଙ୍କ ସହ ଦେଢୂଶର ଜୋ ଜୋନସ ଓ ହଲିଉଡ ଅଭିନେତ୍ରୀ ସୋଫି ଟର୍ନରଙ୍କ ବିବାହରେ ସାମିଲ ହେବାକୁ ପ୍ୟାରିସ ଯାଇଥିଲେ । ସେହି ସମୟରେ ଦୁଇଜଣ ଡାୟର ଶୋ ପାଇଁ ଫ୍ୟାଶନ ଗାଲାରେ ଭାଗ ନେଇଥିଲେ ।

photo-1

ପିସି ଇନଷ୍ଟାଗ୍ରାମରେ ନିକଙ୍କ ସହ ସେହି ଫ୍ୟାଶନ ଶୋର ଏକ ଫଟୋ ସେୟାର କରିଛନ୍ତି । ଏହାକୁ ସେୟାର କରି ସେ ଲେଖିଛନ୍ତି, "ଡାୟର-ପ୍ୟାରିସ । ମାରିୟା ଗ୍ରାଜିୟା, ଆମକୁ ଡାକିବା ପାଇଁ ଧନ୍ୟବାଦ ।"

ଶୋରେ ଯେଉଁଠାରେ ପିସି ଗ୍ରୀନ କଲର ଗାଉନରେ ନଜର ଆସିଥିଲେ, ସେହିଠାରେ ନିକ ବ୍ଲାକ କୋଟ ଏବଂ ପ୍ୟାଣ୍ଟ ପିନ୍ଧିଥିବାର ଦେଖାଯାଇଥିଲେ ।

ଅନ୍ୟପଟେ ଡାୟରର ଅଧିକାକାରୀ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଏହି କପଲର ଗୋଟିଏ ପୋଷ୍ଟ ସେୟାର କରିଛନ୍ତି । ଆଉ ଯାହାର କ୍ୟାପସନ ଲେଖାଯାଇଛି, "ଡାୟର କ୍ରୁଜ ଲୁକରେ ସୁନ୍ଦର ଦେଖାଯାଉଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ଆଟମ-ୱିଣ୍ଟର 2019-20 ଡାୟର କାତ୍ୟୁର ଶୋ ପରେ କ୍ରିଏଟିଭ ଡାୟରେକ୍ଟର ମାରିୟା ଗ୍ରାଜିୟାଙ୍କୁ ଶୁଭକାମନା ଜଣାଇଥିଲେ ।"

ଏହାସହ ଇଜରାୟଲୀ ଅଭିନେତ୍ରୀ ଗ୍ୟାଲ ଗାଡଟଙ୍କ ଫଟୋ ପ୍ରିୟଙ୍କା ସହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.