ETV Bharat / sitara

କ୍ବାରେଣ୍ଟାଇନରେ ନିକ-ପ୍ରିୟଙ୍କାଙ୍କ କିସ୍ ଭିଡିଓ ଭାଇରାଲ

author img

By

Published : Mar 28, 2020, 2:54 PM IST

ସୋସିଆଲ ମିଡିଆରେ ପୁଣି ଦେଖିବାକୁ ମିଳିଲା ପ୍ରିୟଙ୍କା ଓ ନିକଙ୍କ ରୋମାଣ୍ଟିକ ଅନ୍ଦାଜ। କୋରୋନା ଭାଇରସ ଆତଙ୍କ ସମୟରେ ଦୁଇଜଣଙ୍କ କିସକୁ ନେଇ ଚର୍ଚ୍ଚା ।

priyanka chopra
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବଇ: କୋରୋନା ଭାଇରସ ପାଇଁ ସମସ୍ତେ ନିଜ ନିଜ ଘରେ ସମୟ ବିତାଉଛନ୍ତି ଅଛନ୍ତି । ସେଲିବ୍ରିଟି ମଧ୍ୟ ନିଜ ପରିବାର ସହ ସମୟ ବିତାଉଛନ୍ତି। ଇତିମଧ୍ୟରେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଆଜ୍ଞା ହଁ, କୋରୋନା ଭାଇରସ ପ୍ରକୋପ ସମୟରେ ଏହି ଯୋଡିଙ୍କ ରୋମାନ୍ସ ଦେଖିବାକୁ ମିଳୁଛି।

ନିକଙ୍କ ଫ୍ୟାନକ୍ଲବ ପେଜରେ ସେୟାର ହୋଇଥିବା ଏହି ଭିଡିଓରେ ନିକ ଓ ପ୍ରିୟଙ୍କା ପରସ୍ପରକୁ କିସ୍ କରୁଥିବାର ନଜର ଆସୁଛନ୍ତୁ। ଏହାସହ ଦୁଇଜଣ ଫ୍ୟାନ୍ସଙ୍କୁ ଘରେ ସୁରକ୍ଷିତ ରହିବାକୁ ମଧ୍ୟ କହିଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଦୁଇଜଣଙ୍କ ଏହି କିସ୍ ଭିଡିଓ...

ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ପ୍ରିୟଙ୍କା ଫ୍ୟାନ୍ସଙ୍କୁ ଆଇସୋଲେସନ ଅନୁଭୂତି ସେୟାର କରିଥିଲେ। ଏହାସହ ସେ WHOର ସେଫ ହ୍ୟାଣ୍ଡୱାଶ ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ ସେ । ଯାହା ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.