ETV Bharat / sitara

ଲଣ୍ଡନରେ ଦିପାବଳୀ ପାଳିଲେ ପ୍ରିୟଙ୍କା-ନିକ୍, ଫଟୋ ଭାଇରାଲ - ଲଣ୍ଡନରେ ଦିପାବଳୀ ପାଳିଲେ ପ୍ରିୟଙ୍କା- ନିକ୍

ଚଳିତ ବର୍ଷ ବଲିଉଡର ଫେମସ ଦମ୍ପତି ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ଲଣ୍ଡନରେ ଏକାଠି ରୋମାଣ୍ଟିକ ଆନ୍ଦାଜରେ ଦିପାବଳୀ ସେଲିବେଟ୍ର କରିଛନ୍ତି । ଉଭୟଙ୍କର ଅନେକ ଫଟୋ ଇଣ୍ଟରନେଟରେ ଭାଇରାଲ ହୋଉଛି । ଅଧିକ ପଢନ୍ତୁ...

Priyanka Chopra and Nick Jonas Diwali Pics
ଲଣ୍ଡନରେ ରୋମାଣ୍ଟିକ ଆନ୍ଦାଜରେ ଦିପାବଳୀ ପାଳିଲେ ପ୍ରିୟଙ୍କା- ନିକ୍, ଫଟୋ ଭାଇରାଲ
author img

By

Published : Nov 15, 2020, 5:43 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ବଲିଉଡର ଫେମସ ଦମ୍ପତି ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ ଲଣ୍ଡନରେ ଏକାଠି ରୋମାଣ୍ଟିକ ଆନ୍ଦାଜରେ ଦିପାବଳୀ ସେଲିବେଟ୍ର କରିଛନ୍ତି । ଉଭୟଙ୍କ ଅନେକ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି ।

ନିକଟରେ, ଦିପାବଳୀ ଅବସରରେ ପ୍ରିୟଙ୍କା ନିକଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଫଟୋରେ ପ୍ରିୟଙ୍କା ଏବଂ ନିକ ଦୁହେଁ ଏକାଠି ରୋମାଣ୍ଟିକ ଆନ୍ଦାଜରେ ଦୁହିଁଙ୍କୁ ଦେଖି ଦୀପ ଧରିଥିବାର ଦେଖିବାକୁ ମିଳିଛି ।

ଏଥିସହିତ ଫଟୋରେ ପ୍ରିୟଙ୍କା ଏକ ଶାଢୀ ସହ ଷ୍ଟାଇଲିସ କାନଫୁଲ ପିନ୍ଧିଥିବାବେଳେ ଅପରପକ୍ଷେ ନିକ ଏକ କଳା ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି ।

ଏହି ଫଟୋ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, 'ଆମ ପରିବାର ପକ୍ଷରୁ ସମସ୍ତଙ୍କୁ ଦିପାବଳୀର ଶୁଭେଚ୍ଛା' ।

ଏହା ପରେ ସେ ଲଣ୍ଡନ ବ୍ରିଟେନର କିଛି ସ୍ଥାନର ଫଟୋ ମଧ୍ୟ ସେୟାର କରିଛନ୍ତି । ଡିସେମ୍ବର 1, 2020 ରେ ଉଭୟଙ୍କ ବିବାହକୁ 2 ବର୍ଷ ପୂରଣ ହେବ ।

ପ୍ରିୟଙ୍କା ଖୁବ୍ ଶୀଘ୍ର କିନୁ ରିଭ୍ସଙ୍କ ଫିଲ୍ମ ମ୍ୟାଟ୍ରିକ୍ସ-4 ଏବଂ ଓ୍ବି କ୍ୟାନ ବି ହିରୋଜ ରେ ନଜର ଆସିବେ ।

ଏହା ପୂର୍ବରୁ ପ୍ରିୟଙ୍କା କରୱାଚୌଥ ଅବସରରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ଲାଲ ରଙ୍ଗର ଶାଢୀ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.