ETV Bharat / sitara

ଭାରତ ପାଇଁ 22 କୋଟି ଟଙ୍କା ଯୋଗାଡ କଲେ ଜୋନସ ଦମ୍ପତି - ପ୍ରିୟଙ୍କା ଚୋପ୍ରାଙ୍କ ଟ୍ବିଟ ଭାଇରାଲ

‘ଗିଭ ଇଣ୍ଡିଆ’ ଅଭିଯାନ ଜରିଆରେ ଦେଶବାସୀଙ୍କ ସେବା ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି ପ୍ରିୟଙ୍କା ଓ ନିକ । ଏଯାବତ କରିସାରିଲେଣି 22 କୋଟି ଟଙ୍କା ଏକଜୁଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

author img

By

Published : May 25, 2021, 6:38 AM IST

ମୁମ୍ବାଇ: ବର୍ତ୍ତମାନ ଭାରତ କୋରୋନା ମହାମାରୀର ଦ୍ବିତୀୟ ଲହର ସହ ଲଢୁଛି। ଦେଶରେ ବଢିଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଏଥିରୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଅନେକ ରାଜ୍ୟରେ ଲକଡାଇନ, ସଟଡାଉନ ଓ ନାଇଟ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଯାଇଛି । ସେପଟେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା କ୍ରମାଗତ ଭାବେ ଦେଶବାସୀଙ୍କ ସେବାରେ ଲାଗିଛନ୍ତି । ସ୍ବାମୀ ନିକ ଜୋନସଙ୍କ ସହ ମିଶି ସେ ଏଯାବତ 22 କୋଟି ଟଙ୍କା ଏକଜୁଟ କରିସାରିଲେଣଇ ।

ଏହାର ସୂଚନା ସୋସିଆଲ ମିଡିଆରେ ଦେଇ ପ୍ରିୟଙ୍କା ଜଣାଇଛନ୍ତି ଏହି ଟଙ୍କାକୁ କିପରି ଦେଶବାସୀଙ୍କ ସେବାରେ ଲଗାଇବେ ତାନେଇ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ସିଇଓ ଗି ଇଣ୍ଡିଆ ଅତୁଲ ସତିଜାଙ୍କ ସହିତ ଏକ ବାର୍ତ୍ତାଳାପରେ ସେ କିଛି ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ଆମର ପାଣ୍ଠି ସଂଗ୍ରହକାରୀ 'ଟୁଗେଦର ଫର୍ ଇଣ୍ଡିଆ'ରେ ଯେଉଁ ପାଣ୍ଠି ସଂଗ୍ରହ ଆବଶ୍ୟକ ତାହା ମଧ୍ୟ ଆଲୋଚନା କରିଥିଲେ। ଅମ୍ଳଜାନ ଏକାଗ୍ରତାର ଅଭାବକୁ ଦୂର କରିବା ପାଇଁ ଏବଂ ଟିକା ସହାୟତା ପାଇଁ ଏହି ଟଙ୍କା ଆମେ ବ୍ୟବହୃତ କରିବୁ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.