ETV Bharat / sitara

ହ୍ରିତିକଙ୍କ ବର୍ଥଡେରେ ସ୍ପେଶାଲ ପୋଷ୍ଟ ସେୟାର କଲେ ପ୍ରୀତି - ହ୍ରିତିକଙ୍କ ବର୍ଥଡେରେ ସ୍ପେଶାଲ ପୋଷ୍ଟ ସେୟାର କଲେ ପ୍ରୀତି

ହ୍ରିତିକ୍ ରୋଶନଙ୍କ ଆଜି ଜନ୍ମଦିନ। ଏହି ଅବସରରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ହ୍ରିତିକଙ୍କୁ ଏକ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ କରିଛନ୍ତି । ଅଧିକ ପଢନ୍ତୁ...

preity-zinta-shares-a-special-memory-on-hrithik-roshan-birthday
ହ୍ରିତିକଙ୍କ ବର୍ଥଡେରେ ସ୍ପେଶାଲ ପୋଷ୍ଟ ସେୟାର କଲେ ପ୍ରୀତି
author img

By

Published : Jan 10, 2021, 10:43 PM IST

ନୂଆଦିଲ୍ଲୀ: ହ୍ୟାଣ୍ଡସମ ହଙ୍କ୍ ହ୍ରିତିକ୍ ରୋଶନଙ୍କ ଆଜି ଜନ୍ମଦିନ । ଆଜି ହ୍ରିତକ୍ 47 ବର୍ଷରେ ପାଦ ଥାପିଥିବା ବେଳେ ସାଥୀ ଓ ଫ୍ୟାନ୍ସଙ୍କ ପାଖରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ଏହି ଅବସରରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମଧ୍ୟ ହ୍ରିତିକଙ୍କୁ ଏକ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ କରିଛନ୍ତି ।

ପ୍ରୀତି ତାଙ୍କ ଟ୍ବିଟରରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ହ୍ରିତିକ ରୋଶନ । ମୁଁ ଗର୍ବିତ ଯେ ଆମେ ଏତେ ଆଗରେ ପହଞ୍ଚିଛୁ । ମୋର ମନେ ଅଛି ମୋର 19 ତମ ଜନ୍ମଦିନ ପାର୍ଟୀରେ ବିଳମ୍ବରେ ଆସିବା ଏବଂ ତୁମକୁ ଏବଂ ସୁଜେନଙ୍କୁ ଏକ ବଡ଼ କେକ ସହିତ ଅପେକ୍ଷା କରିଥିବା କଥା ମୋର ମନେଅଛି ।

  • Happy Birthday my darling @iHrithik. I’m so proud of u & so proud of how far we have come. I still remember coming late for my 19th birthday party & seeing u & Suz waiting for me with that massive cake. Seems like a lifetime now... pic.twitter.com/INGBMwBK5F

    — Preity G Zinta (@realpreityzinta) January 10, 2021 " class="align-text-top noRightClick twitterSection" data=" ">

ପ୍ରୀତିଙ୍କ ବ୍ୟତୀତ ବିକି, ଟାଇଗର ଶ୍ରଫ, ରିତେଶ ଦେଶମୁଖ, ସିଦ୍ଧାର୍ଥ ମଲହୋତ୍ରା, ସୋନାଲି, ଅକ୍ଷୟ , କ୍ୟାଟ୍ରିନା, ଏବଂ ବହୁ କଳାକାରମାନେ ହ୍ରିତିକ୍ ଙ୍କୁ ବର୍ଥଡେ ଓ୍ବିଶ କରିଛନ୍ତି ।

ପ୍ରକାଶ ଥାଉ ଯେ, ହ୍ରିତିକ ନିଜର ଜନ୍ମଦିନ ଅବସରରେ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଫାଇଟର୍'ର ଘୋଷଣା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.