ମୁମ୍ବାଇ: ଆଜିକାଲି ବଲିଉଡର 'ହି-ମ୍ୟାନ୍' ଧର୍ମେନ୍ଦ୍ର ଚଳଚ୍ଚିତ୍ରଠାରୁ ଦୂରରେ ଥାଇପାରନ୍ତି, କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ଧର୍ମେନ୍ଦ୍ର ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କର ପୁରୁଣା ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକମାନଙ୍କ ମନୋରଞ୍ଜନ କରିଥାନ୍ତି ।
- " class="align-text-top noRightClick twitterSection" data="
">
ଏହି ସମୟରେ ଧର୍ମେନ୍ଦ୍ର ତାଙ୍କ ପ୍ରଶଂସକମାନଙ୍କ ପାଇଁ ତାଙ୍କ ଚଳଚ୍ଚିତ୍ର 'ପ୍ରତିଜ୍ଞା'ରୁ ଅନେକ ଭିଡିଓ ସେୟାର କରିଛନ୍ତି । ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ସୁପରହିଟ୍ ଫିଲ୍ମ 'ପ୍ରତିଜ୍ଞା'କୁ ଆଜି 45 ବର୍ଷ ପୂରଣ କରିଛି । ଏହି ଅବସରରେ ଧର୍ମେନ୍ଦ୍ର ହେମାଙ୍କ ସହ ଏହି ଚଳଚ୍ଚିତ୍ରର କିଛି ମଜାଦାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ।
- " class="align-text-top noRightClick twitterSection" data="
">
1975 ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଦୁଲାଲ ଗୁହାଙ୍କ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରରେ ଧର୍ମେନ୍ଦ୍ରଙ୍କ ଚରିତ୍ରକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ଫିଲ୍ମର 3 ଟି କ୍ଲିପ୍ ସେୟାର କରିଛନ୍ତି । ଭିଡିଓ ସେୟାର କରି ଧର୍ମେନ୍ଦ୍ର ଲେଖିଛନ୍ତି, 'ଶୁଭ ସକାଳ ବନ୍ଧୁ ... କିଛି ସ୍ମୃତି ଯାହା ଭୁଲିହୁଏ ନାହିଁ ।
-
A revenge film, full of comedy. A man ......whose whole family was butchered can make you laugh......I miss Dulal Guha, an affectionate brother and a great 👍 director. pic.twitter.com/Gvvv2KfDVK
— Dharmendra Deol (@aapkadharam) June 28, 2020 " class="align-text-top noRightClick twitterSection" data="
">A revenge film, full of comedy. A man ......whose whole family was butchered can make you laugh......I miss Dulal Guha, an affectionate brother and a great 👍 director. pic.twitter.com/Gvvv2KfDVK
— Dharmendra Deol (@aapkadharam) June 28, 2020A revenge film, full of comedy. A man ......whose whole family was butchered can make you laugh......I miss Dulal Guha, an affectionate brother and a great 👍 director. pic.twitter.com/Gvvv2KfDVK
— Dharmendra Deol (@aapkadharam) June 28, 2020
ପ୍ରକାଶ ଥାଉ କି,'ପ୍ରତିଜ୍ଞା' ଚଳଚ୍ଚିତ୍ରରେ ଧର୍ମେନ୍ଦ୍ରଙ୍କ ସୁପର ହିଟ୍ ଗୀତ 'ମେଁ ଜଟ୍ ୟମଲା ପଗଲା ଦିୱାନା' ଥିଲା । ଯାହାକୁ ଆଜି ମଧ୍ୟ ଲୋକମାନେ ବହୁତ ପସନ୍ଦ କରିଥାନ୍ତି ।
-
Mirza, ek hi mard aashiq ......jiska naam uski maashooqa .....Sahibaan se pehley liya jaata hai ...... warn... Heer Ranjha ... laila Majnu....tarteeb kuchh yoon ho jaati hai ..... pic.twitter.com/nqwK2z2LzD
— Dharmendra Deol (@aapkadharam) June 28, 2020 " class="align-text-top noRightClick twitterSection" data="
">Mirza, ek hi mard aashiq ......jiska naam uski maashooqa .....Sahibaan se pehley liya jaata hai ...... warn... Heer Ranjha ... laila Majnu....tarteeb kuchh yoon ho jaati hai ..... pic.twitter.com/nqwK2z2LzD
— Dharmendra Deol (@aapkadharam) June 28, 2020Mirza, ek hi mard aashiq ......jiska naam uski maashooqa .....Sahibaan se pehley liya jaata hai ...... warn... Heer Ranjha ... laila Majnu....tarteeb kuchh yoon ho jaati hai ..... pic.twitter.com/nqwK2z2LzD
— Dharmendra Deol (@aapkadharam) June 28, 2020
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ