ETV Bharat / sitara

Prabhas@42: ସାଉଥରୁ ବଲିଉଡ୍ ସବୁଠି ସୁପରହିଟ୍‌

author img

By

Published : Oct 23, 2021, 9:41 AM IST

କିଏ କହେ ଡାର୍ଲିଂ ତ ଆଉ କିଏ କହେ ରିବେଲ । ବାହୁବଳି ଫିଲ୍ମରେ ତାଙ୍କ ଆକ୍ଟିଂ ଦେଇଥିଲା ସ୍ବତନ୍ତ୍ର ସ୍ଥାନ । ଆଜି ବାହୁବଳୀ ସୁପରଷ୍ଟାର ପ୍ରଭାସଙ୍କ ଜନ୍ମଦିନ । ଅଧିକ ପଢନ୍ତୁ...

Happy Birthday Prabhas, a great journey of South to Bollywood
Prabhas@42: ସାଉଥରୁ ବଲିଉଡ୍ ସବୁଠି ସୁପରହିଟ୍‌

ହାଇଦ୍ରାବାଦ: ତାଙ୍କୁ କିଏ କହେ ଡାର୍ଲିଂ, କିଏ କହେ ରିବେଲ୍ ତ ଆଉ କିଏ କହେ ବାହୁବଳୀ । ପରିଚୟ ପାଇଁ ତାଙ୍କ ଅଭିନିତ ଗୋଟିଏ ଗୋଟିଏ ଚରିତ୍ର ହିଁ ଯଥଷ୍ଟ । ସିନେମା ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଆଜି ଏହି ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଜନ୍ମଦିନ ।

42 ବର୍ଷରେ ପାଦ ଥାପିଛନ୍ତି 'ଡାର୍ଲିଂ' ହିରୋ । ରିବେଲ୍ ପରି ଅନ୍ଦାଜ୍, ରୋମାଣ୍ଟିକ୍ ସିନରେ ମଧ୍ୟ ରହିଛି ଦବରଦସ୍ତ ଦଖଲ । ବାହୁବଳୀ ପରି ବ୍ଲକ୍ ବ୍ଲଷ୍ଟର ଆକ୍ସନ୍ ମୁଭିରେ ତୀକ୍ଷ୍ଣ ଅଭିନୟ କରି ସାରା ବିଶ୍ବରେ ପରିଚୟ ସୃଷ୍ଟି କରିପାରିଥିଲେ ପ୍ରଭାସ । ଏହି ଫିଲ୍ମରେ ପ୍ରଭାସଙ୍କ ପାୱାର ପ୍ୟାକ୍ ଆକ୍ସନ ସିନ୍ ଓ ଷ୍ଟଣ୍ଟ ତାଙ୍କୁ ଅଧିକ ସଫଳତା ଦେଇଥିଲା ।

କିଛି ଦିନର ବିରତି ପରେ ଆଗକୁ ଆସୁଛି ପ୍ରଭାସଙ୍କ ‘ରାଧେଶ୍ୟାମ୍’ ଓ 'ସ୍ପିରିଟ' । ମକର ସଂକ୍ରାନ୍ତିରେ ରାଧେଶ୍ୟାମ ରିଲିଜ୍ ପାଇଁ ଘୋଷଣା ହୋଇ ଥିବାବେଳେ ସ୍ପିରିଟର ରିଲିଜ୍ ଡେଟ୍ ଘୋଷଣା ହୋଇନାହିଁ । ପ୍ରଭାସଙ୍କୁ ପୁଣିଥରେ ‘ରାଧେଶ୍ୟାମ୍’ ଜରିଆରେ ରୋମାଣ୍ଟିକ୍ ଅନ୍ଦାଜରେ ଦେଖିବାକୁ ପାଇବେ ଦର୍ଶକ । ଦମଦାର୍ ଅଭିନୟ ସାଙ୍ଗକୁ ଶାନଦାର ଅନ୍ଦାଜ ପାଇଁ କୋଟି କୋଟି ଫ୍ୟାନ୍ସଙ୍କ ହୃଦୟରେ ଘର କରିପାରିଛନ୍ତି ପ୍ରଭାସ । ଆଜି ଏହି ସୁପରଷ୍ଟାରଙ୍କ ସ୍ପେଶାଲ ଡେ'ରେ ସାଥୀ କଳାକାରଙ୍କ ସାଙ୍ଗକୁ ଫ୍ୟାନ୍ସଙ୍କ ନିକଟରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.