ମୁମ୍ବାଇ: ଟିଭି ଅଭିନେତ୍ରୀ ତଥା ‘ବିଗବସ 13’ ପ୍ରତିଯୋଗୀ ରଶ୍ମୀ ଦେସାଇଙ୍କ ଜଲୱା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ତାଙ୍କ ବିକିନି ଫଟୋ ଦିୱାନା କରୁଛି ସମସ୍ତଙ୍କୁ । ରବିବାର ତାଙ୍କ ଏପରି ଅନ୍ଦାଜ ଦେଖି ଫ୍ୟାନ୍ସଙ୍କ ପାଟିରୁ କେବଳ ବାଃ ବାଃ ବାହାରିଥିଲା । ଆଉ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛନ୍ତି ତାଙ୍କ ସେକ୍ସୀ ଫଟୋ ।
କଥାଟି ହେଲା ଯେ ସେ ଫ୍ୟାନ୍ସଙ୍କୁ ରବିବାର ଖୁସ୍ କରିବା ପାଇଁ ନିଜର ବିକିନି ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ପିଙ୍କ୍ ବିକିନି ପିନ୍ଧିବା ସହ ହ୍ବାଇଟ ନେଟ ଜ୍ୟାକଟେ କ୍ୟାରି କରିଥିବାର ଦେଖାଯାଉଛନ୍ତି । ଏହାସହ ସେ ସ୍ବିମିଂ ପୁଲ ପାଖାରେ ଠିଆ ହୋଇଛନ୍ତି । ତାଙ୍କ ଏହି ଫଟୋସୁଟ ଲୋନାୱାଲାରେ କରାଯାଇଛି ।
ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଗୋ ୱିଥ ଦ ଫ୍ଲୋ ।’ ସେପଟେ ଫ୍ୟାନ୍ସ ମଧ୍ୟ ମଜାଦାର କମେଣ୍ଟ କରି ତାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି । ଆପଣ ବି ଦେଖନ୍ତୁ ଫଟୋ...
- " class="align-text-top noRightClick twitterSection" data="
">
ଯିଦ ରଶ୍ମୀଙ୍କ ପ୍ରଫେଶନାଲ ଲାଇଫ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ଡିଜିଟାଲ ଦୁନିଆରେ ପଦାର୍ପଣ କରିବେ । ଏହା ଜରିଆରେ ସେ କିଛି ନୂଆ କରିବାକୁ ଯାଉଛନ୍ତି । ଯାହାକୁ ନେଇ ସେ ଏକ୍ସାଇଟେଡ । ସେ ନିଜ ଡେବ୍ୟୁ ସିରିଜ ‘ତନ୍ଦୁର’ ନେଇ ଫେରିବେ । ତାଙ୍କ ସହ ନଜର ଆସିବେ ଅଭିନେତା ତନୁଜ ବିରୱାନି । ଏହି ଥ୍ରିଲର ସିରିଜର କାହାଣୀ ଜଣେ ବିବାହିତ ଦମ୍ପତିଙ୍କ ବିଷୟରେ । ଯାହାଙ୍କ ଜୀବନ ଏକ ହତ୍ୟା ପରେ ଭିନ୍ନ ମୋଡ ନେବ ।
@IANS