ETV Bharat / sitara

‘ଇଣ୍ଡିଆନ ଆଇଡଲ’ ବିଷୟରେ ଏମିତି କହିଲେ କୁମାର ସାନୁ

author img

By

Published : Jun 23, 2021, 9:28 AM IST

ଚର୍ଚ୍ଚାରେ ରହିଆସୁଥିବା ଶୋ ‘ଇଣ୍ଡିଆନ ଆଇଡଲ’ ଉପରେ ପ୍ରତିକ୍ରିୟା ରଖିଲେ କୁମାର ସାନୁ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ କୁମାର ସାନୁ ବିଶ୍ବାସ କରନ୍ତି ଯେ ‘ଇଣ୍ଡିଆନ ଆଇଡଲ’ ପରି ସିଙ୍ଗି ରିୟାଲିଟି ଶୋ ପ୍ରତିଭା ଆବିଷ୍କାର ପାଇଁ ଏକ ପ୍ଲାଟଫର୍ମ ଯୋଗାଏ । ତେବେ ଯୋଗ୍ୟ ପ୍ରତିଯୋଗୀଙ୍କୁ ଅଫର ଦେବା ସଙ୍ଗୀତଜ୍ଞଙ୍କ ଦାୟିତ୍ବ ବୋଲି ସେ ଏହା ମଧ୍ୟ କହିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ସେ ‘ଇଣ୍ଡିଆନ ଆଇଡଲ’ ଶୋ ବିଷୟରେ ଆଲୋଚନା କରି କହିଥିଲେ, ‘ଗତ କିଛି ବର୍ଷ ମଧ୍ୟରେ ମ୍ୟୁଜିକ ଇଣ୍ଡିଷ୍ଟ୍ରିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏଠାରେ ପ୍ରଡକ୍ସନ, ସଙ୍ଗୀତର ଗୁଣ ଏବଂ ଗାୟକଙ୍କ ସହିତ କାରବାର ସବୁ ଗୁରୁତ୍ବପୂର୍ଣ୍ଣ ।’

ପ୍ରକାଶ ଥାଉ ଗତ କିଛି ମାସରୁ ‘ଇଣ୍ଡିଆନ ଆଇଡଲ 12’କୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଏହି ଶୋକୁ ନେଇ ପ୍ରତିଦିନ କିଛି ନା କିଛି ଶୁଣିବାକୁ ମିଳୁଛି । ହେଲେ କୁମାର ସାନୁ ଏହି ସୋ ବିଷୟରେ ଭିନ୍ନ ଚିନ୍ତା କରନ୍ତି | ନିକଟରେ କୁମାର ସାନୁ ଏବଂ ଅନୁରାଧା ପଡୱାଲ ମୁଖ୍ୟ ଅତିଥି ଭାବରେ ଏହି ଶୋରେ ଯୋଗ ଦେଇଥିଲେ। ଉଭୟେ ଶୋରେ ଏନଜୟ କରିଥିଲେ ଏବଂ ପ୍ରତିଯୋଗୀଙ୍କ ଗୀତ ଦ୍ବାରା ମୋହିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.